ଲେଖକ:ଗଙ୍ଗାଧର ମେହେର
(Author:ଗଙ୍ଗାଧର ମେହେରରୁ ଲେଉଟି ଆସିଛି)
←Author Index: ମ | ଗଙ୍ଗାଧର ମେହେର (୧୮୬୨–୧୯୨୪) |
ସ୍ୱଭାବ କବି ଭାବେ ପରିଚିତ । ଅନେକ କାବ୍ୟକବିତା ରଚନା କରିଥିଲେ । ଏହାଙ୍କ ସର୍ବାଧିକ ଲୋକପ୍ରିୟ କାବ୍ୟ ତପସ୍ୱିନୀ ପ୍ରକୃତି ବର୍ଣ୍ଣନା ପାଇଁ ପ୍ରସିଦ୍ଧ । ଏଣୁ ୟେ ପ୍ରକୃତି କବି ଭାବେ ମଧ୍ୟ କଥିତ । |
ରଚନାବଳୀ
ସମ୍ପାଦନାକାବ୍ୟ
ସମ୍ପାଦନା- ଇନ୍ଦୁମତୀ (୧୮୯୩, ପ୍ରଥମ ପ୍ରକାଶିତ ଆଧୁନିକ କାବ୍ୟ)
- ଉତ୍କଳ ଲକ୍ଷ୍ମୀ (୧୮୯୪)
- କୀଚକ ବଧ (୧୯୦୩)
- ତପସ୍ୱିନୀ (୧୯୧୨, ସର୍ବାଧିକ ଲୋକପ୍ରିୟ କାବ୍ୟ)
- ପ୍ରଣୟ ବଲ୍ଲରୀ (୧୯୧୫, ମହାକବି କାଳିଦାସଙ୍କ 'ଅଭିଜ୍ଞାନ ଶାକୁନ୍ତଳମ' ନାଟକର ଅନୁସରଣରେ ରଚିତ)
- ରସ ରତ୍ନାକର ('ର' ଆଦ୍ୟ-ପ୍ରାନ୍ତ-ନିୟମରେ ରଚିତ)
- ମହିମା
- କବିତା କଲ୍ଲୋଳ
- ଅଯୋଧ୍ୟା ଦୃଶ୍ୟ
- ବଳରାମଦେବ
- ପଦ୍ମିନୀ (ଶେଷ କୃତି)
କବିତା
ସମ୍ପାଦନା- ଅହଲ୍ୟାସ୍ତବ, ୧୮୯୨(ସଂସ୍କୃତ ବୃତ୍ତ ଅନୁସରଣରେ ରଚିତ)
- ଅର୍ଘ୍ୟଥାଳୀ (ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ)
- ଅମୃତମୟ
- ମଧୁମୟ
- ମାତୃଭୂମି
- ଅର୍ପଣ
- ଉତ୍କଳ-ଲକ୍ଷ୍ମୀ
- ଭାରତୀ ଭାବନା