ଲେଖକ:ଫକୀର ମୋହନ ସେନାପତି
(Author:ଫକୀର ମୋହନ ସେନାପତିରୁ ଲେଉଟି ଆସିଛି)
←Author Index: ସ | ଫକୀର ମୋହନ ସେନାପତି (୧୮୪୩–୧୯୧୮) |
ଆଧୁନିକ ଓଡ଼ିଆ ଗଦ୍ୟସାହିତ୍ୟର ଜନକ । ଅନେକ ପ୍ରସିଦ୍ଧ ଉପନ୍ୟାସ ଲେଖିଥିଲେ । ତୀକ୍ଷ୍ଣ ହାସ୍ୟରସପୂର୍ଣ୍ଣ କଟାକ୍ଷ ଓ ସାମାଜିକ ଦୃଶ୍ୟ ପାଇଁ ପ୍ରସିଦ୍ଧ । ଏହାଙ୍କ ସର୍ବପ୍ରସିଦ୍ଧ ରଚନା ଛମାଣ ଆଠଗୁଣ୍ଠ ନାମକ ଉପନ୍ୟାସ । ଏହା ଛଡ଼ା କେତେକ କବିତା, ଶିଶୁଗୀତିକା ଲେଖିବା ସଙ୍ଗେ ସଙ୍ଗେ ରାମାୟଣ ଓ ମହାଭାରତକୁ ଓଡ଼ିଆରେ ସରଳ ଗଦ୍ୟାନୁବାଦ କରି ବ୍ୟାସକବି ଉପାଧି ପାଇଥିଲେ । |
ରଚନାବଳୀ
ସମ୍ପାଦନା(ପ୍ରମୁଖ ରଚନାଗୁଡ଼ିକ ମୋଟା ଅକ୍ଷରରେ ଲେଖାଯାଇଛି)
ଉପନ୍ୟାସ
ସମ୍ପାଦନା- ଛମାଣ ଆଠଗୁଣ୍ଠ (ଉପନ୍ୟାସ, ୧୮୯୭)
- ମାମୁଁ
- ଲଛମା
- ପ୍ରାୟଶ୍ଚିତ
ଗଳ୍ପ
ସମ୍ପାଦନା- ଗଳ୍ପସ୍ୱଳ୍ପ (ସଂକଳନ)
କବିତା
ସମ୍ପାଦନା- ଉତ୍କଳଭ୍ରମଣଂ
ଆତ୍ମଜୀବନୀ
ସମ୍ପାଦନା- ଆତ୍ମ ଜୀବନ ଚରିତ