ଭାଇ,

ଭାଗବତରେ ବିଷୟସୂଚୀ ବଦଳାଇବା କିପରି ହେବ ଜଣାଇବେ କାରଣ ବିଷୟସୂଚୀରେ କିଛି ସଂଶୋଧନ ରହିଛି?

--Pmsarangi (ମୋ ଆଲୋଚନା) ୧୫:୦୭, ୧୪ ଜାନୁଆରୀ ୨୦୧୫ (IST)--Pmsarangi (ମୋ ଆଲୋଚନା) ୧୫:୦୭, ୧୪ ଜାନୁଆରୀ ୨୦୧୫ (IST)Reply

ଶିରୋନାମ ଓ ଉପଶିରୋନାମ ତିଆରି କରି ପ୍ରସଙ୍ଗଟିକୁ ସଜାଇ ଲେଖିଲେ ବିଷୟସୂଚୀ ଆପେ ଆପେ ତିଆରି ହେଇଥାଏ । ତେଣୁ ଭାଗବତରେ ଭୁଲ ଥିବା ଶିରୋନାମଟି ସଂଶୋଧନ କଲେ ପ୍ରସଙ୍ଗସୂଚୀ ମଧ୍ୟ ଆପେ ଆପେ ଠିକ ହେଇଯିବ । ଆପଣ ନିଜେ ବଦଳାଇ ଦେଖନ୍ତୁ କିମ୍ବା କ'ଣ ବଦଳେଇବାର ଅଛି ଲେଖନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୩:୪୨, ୧୪ ଜାନୁଆରୀ ୨୦୧୫ (IST)Reply
Return to "ଓଡ଼ିଆ ଭାଗବତ/୭" page.