ଉଇକିପାଠାଗାର:ଜନ୍ମତିଥି/୨
ଓଡ଼ିଆ ଉଇକିପାଠାଗାରର ଦ୍ୱିତୀୟ ଜନ୍ମତିଥି
ଜାନୁଆରୀ ୨୯, ୨୦୧୭ • ଭୁବନେଶ୍ୱର
୨୦୧୬ ଅକ୍ଟୋବର ୨୦ ରେ ଓଡ଼ିଆ ଉଇକିପାଠାଗାରକୁ ଦୁଇ ବର୍ଷ ପୂରିଲା । ଏଥିରେ ଯୋଗଦାନ କରୁଥିବା ଉଇକିଆଳି ଓ ଏହାକୁ ବଢ଼ାଇବାରେ ସହଯୋଗ କରୁଥିବା ସଭିଙ୍କୁ ଏକାଠି କରିବା ନିମନ୍ତେ ଏହି ସଭାର ଆୟୋଜନ ।
#ORWS2
#ORWS2
ଜାନୁଆରୀ ୨୯, ଭୁବନେଶ୍ୱର
ଇନଷ୍ଟଚ୍ୟୁଟ ଅନ ମ୍ୟାନେଜମେଣ୍ଟ ଅଫ ଆଗ୍ରିକଲଚରାଲ ଏକ୍ସଟେନସନ,
ସିରିପୁର, (ଓଇଉଏଟି ପାଖରେ)
ବରମୁଣ୍ଡା, ଭୁବନେଶ୍ୱର
ସକାଳ ୯-ଉପରଓଳି ୪
ଉଇକିଆଳି ମେଳଣ (କେବଳ ସକ୍ରିୟ ଉଇକିଆଳିଙ୍କ ପାଇଁ) ▶
ସନ୍ଧ୍ୟା ୫-୫:୧୫
ନାମଲେଖା ଓ ଆସନ ଗ୍ରହଣ
ଶିକ୍ଷଣ ପୁସ୍ତିକା ବିତରଣ
ସନ୍ଧ୍ୟା ୫:୧୫-୫:୩୦
ସଭାର ସଂକ୍ଷିପ୍ତ ସୂଚନା ▶
ସନ୍ଧ୍ୟା ୫:୩୦-୬:୦୦
ବିବରଣୀ ପାଠ ଓ ଅତିଥି ପରିଚୟ ▶
ସନ୍ଧ୍ୟା ୬:୦୦-୬:୧୦
ଅତିଥିମାନଙ୍କୁ ମଞ୍ଚପରେ ଆମନ୍ତ୍ରଣ
ଅତିଥି ପରିଚୟ ପ୍ରଦାନ
ସନ୍ଧ୍ୟା ୬:୧୦-୬:୩୦
ଅତିଥି ଅଭିଭାଷଣ
ସନ୍ଧ୍ୟା ୬:୩୦-୭:୦୦
ଆଲୋଚନା
ସନ୍ଧ୍ୟା ୭:୦୦-୭:୧୫
ଉଇକିଆଳିଙ୍କୁ ପୁରସ୍କାର ବିତରଣ
ସନ୍ଧ୍ୟା ୭:୧୫-୭:୩୦
☕ ଚା-ଜଳଖିଆ
ଯୋଗଦିଅନ୍ତୁ
- ସର୍ବସାଧାରଣ (ଯୋଗଦେବା ପାଇଁ ଏଠାରେ କ୍ଲିକ କରି ନାମ ଲେଖାନ୍ତୁ)
- ଇ-ମେଲ: odiawikigmail.com
- ଫେସବୁକ: https://www.facebook.com/events/100136723836675/
- ଟୁଇଟର: @odiawiki
କେବଳ ଉଇକିଆଳିଙ୍କ ନିମନ୍ତେ
- ଏହି ସଭା ପରିଚାଳନା କରିବାକୁ ଆଗ୍ରହୀ ଥିଲେ ଏଠାରେ କ୍ଲିକ କରନ୍ତୁ
- ଆପଣ କୌଣସି ବିଷୟରେ ଏକ ୩୦ ମିନିଟରୁ-୧ ଘଣ୍ଟିଆ କର୍ମଶାଳା କରିବାକୁ ଚାହୁଁଥିଲେ ତଳେ ଉଲ୍ଲେଖ କରନ୍ତୁ । ତଳେ ଥିବା ଘରେ କରିବାକୁ ଚାହୁଁଥିବା କର୍ମଶାଳାର ନାମ ଦେଇ କଲେ ଏକ ନୂଆ ପୃଷ୍ଠା ଖୋଲିବ । ସେ ପୃଷ୍ଠାରେ କର୍ମଶାଳା ବାବଦରେ ସବିଶେଷ ଉଲ୍ଲେଖ କରିବେ । ଜଣେ କିମ୍ବା ୨-୩ ଜଣଙ୍କୁ ନେଇ ତିଆରି ଏକ ଦଳ କର୍ମଶାଳାଟିଏ କରିପାରିବେ । (ହେବାକୁ ଥିବା କର୍ମଶାଳାଗୁଡ଼ିକ)