ଉଇକିପାଠାଗାର:ଜନ୍ମତିଥି/୨/ନିର୍ଘଣ୍ଟ/ମେଳଣ
ଏହି ଗ୍ରାଣ୍ଟ ବିବରଣୀ ପାଇଁ ଆମକୁ କି କି ଜିନିଷ କରିବାକୁ ହେବ
ସମ୍ପାଦନାତାଲିମ କାର୍ଯ୍ୟକ୍ରମ
ସମ୍ପାଦନା- Live demonstration on how to digitize a book ହୋଇଗଲା ।
- How to upload scanned works on Commons. ହୋଇଗଲା ।
- What is OTRS? How to get OTRS ticket after uploading the books on Commons? ହୋଇଗଲା ।
- OCRing the scanned pages ହୋଇଗଲା ।
- Image cropping through CSS ହୋଇଗଲା ।
- Proofreading ହୋଇଗଲା ।
- Tips for promoting digitized works on social media and other platforms (କର୍ମଶାଳାରେ ଦେଖନ୍ତୁ) ହୋଇଗଲା ।
କର୍ମଶାଳା
ସମ୍ପାଦନାImpact
ସମ୍ପାଦନାHow will you know if the project is successful and you've met your goals? Please include the following targets:
- Number of events: 1 ହୋଇଗଲା ।
- Number of participants: 50
- Number of new editors: 15
- Number of articles created or improved: 100
- Number of repeat participants (for projects that include a series of events): 25 ହୋଇଗଲା ।
- Number of total participants: 50
- Number of people who will help organize the event:
ଏହି ମେଳଣରୁ ଆମ ଲକ୍ଷ୍ୟ
ସମ୍ପାଦନାସଫଳତା
ସମ୍ପାଦନାବିଫଳତାରୁ ଶିକ୍ଷା
ସମ୍ପାଦନାଭୋଗିଥିବା ଅସୁବିଧା
ସମ୍ପାଦନା- କଣ କଣ ଜିନିଷ (କ୍ୟାମେରା ଆଉ ସ୍କାନର ଆଦି) କାହା ପାଖରେ ଅଛି ସେସବୁର ଏକ ତାଲିକା ଲୋଡ଼ା ।
- ଦିନେଶ: କିଛି ପର୍ବ/ଯାତ୍ରା ଅଳ୍ପଦିନ ଆଗରୁ ଜାଣବାକୁ ମିଳେ ତେଣୁ ଆମକୁ ଟିକେ ଅଳ୍ପ ସମୟ ଭିତରେ କ୍ୟାମେରା ମିଳିପାରିଲେ ଭଲ ହେବ ।
- ଅଲିଭା ସାହୁ: ଫୋନରେ ଲେଖେ । ସେଭ କଲାବେଳେ ଦିଥର ସେଭ ହୋଇଯାଏ କିମ୍ବା ଜମା ସାଇତା ହୁଏନି ।
- ପଙ୍କଜମାଳା ଷଡ଼ଙ୍ଗୀ: ଜଷ୍ଟିଫାଇ ଓ ବାକି ସଜାଣିସବୁ ଟୁଲବାରରେ ରହିଲେ ଭଲ ହୁଅନ୍ତା ।
- ପଙ୍କଜମାଳା: ବନାନ ଭୁଲ ଥିଲେ ଦେଖାଇବା (ଶିତି/ଜ୍ଞାନଙ୍କ ଟୁଲ)
- କମନ୍ସରେ ନାଁ ବଦଳେଇବା କିପରି?
- ଶ୍ୱେତପଦ୍ମା: ଅନେକ ଖାଦ୍ୟର ତିଆରି ପ୍ରଣାଳୀ ଆମେ କେବଳ ଶୁଣିକି ଜାଣିଛୁ । କିପରି ଲେଖିବା? (ଉତ୍ତର: ଉଇକିବୁକ୍ସ/ଉଇକିପୋଥି ପ୍ରକଳ୍ପରେ ଲେଖିପାରିବା । ପ୍ରକଳ୍ପଟି ଇନକ୍ୟୁବେଟରରେ ଆରମ୍ଭ କରିବାକୁ ହେବ ।)
- ନାଗା ମୂର୍ତ୍ତି, ଗୋସାଣୀ ଯାତ୍ରା ଆଦିର ଫଟୋ ଅନେକ ରହିଛି । ସେଗୁଡ଼ିକ କିପରି ସୁବିଧାରେ ଅପଲୋଡ଼ କରିପାରିବା? (କମନିଷ୍ଟ ଭଳି ଟୁଲ ବ୍ୟବହାର କରି ଏକସଙ୍ଗେ ଅନେକ ଫଟୋ ଅପଲୋଡ଼ କରିପାରିବେ ।)
- ପ୍ରତୀକ: ପୁରୁଣା କାବ୍ୟକବିତା ଆଦିର ତଥ୍ୟସବୁକୁ ରଖିବା ପାଇଁ ଏକ ଅଲଗା ଛାଞ୍ଚ ଦରକାର । (ଛାଞ୍ଚରେ କଣ କଣ ରହିବା ଆବଶ୍ୟକ ତା'ର ଏକ ତାଲିକା କରିଦେଲେ ଭଲ ହେବ)
- ପ୍ରତୀକ: ଛାନ୍ଦସବୁ ଅଲଗା ଅଲଗା ଭାବେ ଲେଖାଯାଇଛି । ତାକୁ ସଜାଇ ରଖିବାର ଏକ ଛାଞ୍ଚ ଦରକାର । (ମତ: ଆଲୋଚନା ସଭାରେ ଏକ ଉଦାହରଣ ତିଆରି କରିଦେଲେ ଆମେ ଆଗକୁ ସେମିତି କରିପାରିବୁ )
- ବିକାଶ: ଓଡିଆ ଭାଷାରେ Content Translation tool ଉପଲବ୍ଧ ନାହିଁ (ମତ: ଶୁଭାଶିଷ - ରୁଷିଆର ଏକ ସଂସ୍ଥା ଦ୍ଵାରା ଏ ଉପରେ କାମ ଚାଲୁ ରହିଛି, ମୃତ୍ୟୁଞ୍ଜୟ - ଏହି tool ର ବ୍ୟବହାର ଦ୍ଵାରା କି କି ପ୍ରକାର ଅସୁବିଧା ହୋଇପାରେ କହିଲେ)
ଅନ୍ୟ ମତ
ସମ୍ପାଦନା- ସୁଶାନ୍ତ ପୁରୋହିତ: କେବଳ ଓଡ଼ିଶା/ଓଡ଼ିଆ ସମ୍ବନ୍ଧିତ ହେବା ଜରୁରୀ ନୁହେଁ । ଆମେ ବାକି ବିଷୟ ଉପରେ ମଧ୍ୟ ଲେଖିବା ଉଚିତ ।
ଆଗକୁ ଯୋଜନା
ସମ୍ପାଦନା- ମାସିକ ହ୍ୟାଙ୍ଗଆଉଟ
- ପ୍ରସ୍ତାବ: "ମୁଁ ଉଇକିପାଠାଗାରରେ କଣ କରିପାରିବି" ପୃଷ୍ଠାଟିଏ ତିଆରି (ଏହାର ଆଧାରରେ) । --ସୁଭାସିସ ପାଣିଘରି (ମୋ ଆଲୋଚନା) ୧୧:୫୬, ୨୯ ଜାନୁଆରୀ ୨୦୧୭ (IST)
ଓଡ଼ିଆ ଉଇକିପିଡ଼ିଆ ୧୫
ସମ୍ପାଦନା- କରିବା କି ନାହିଁ?
- ହଁ:
- ନାଁ:
- ଅଲଗା ମତ:
- ଉଇକି କନଫରେନ୍ସ ଇଣ୍ଡିଆ ସଙ୍ଗେ ଓଡ଼ିଆ ଉଇକିପାଠାଗାର ୩ ଯୋଡ଼ିବା
- ସ୍ଥାନ:
- କିଟ୍ (ଶୈଳେଶ କିଟର ଛାତ୍ରମାନଙ୍କୁ ଏଥିରେ ସ୍ୱେଚ୍ଛାସେବୀମାନଙ୍କୁ ଆଣିପାରିବେ)
ଦାୟିତ୍ୱ
ସମ୍ପାଦନା- ଗ୍ରାଣ୍ଟ ଆବେଦନ, ଲିଖନ ଓ ଉଇକିମିଡ଼ିଆ ଫାଉଣ୍ଡେସନ ସଙ୍ଗେ ଆବେଦନ-ସମ୍ବନ୍ଧିତ ଆଲୋଚନା:
- ସ୍ଥାନ:
- କିଟ୍: ଶୈଳେଶ
- ସୋସିଆଲ ମିଡ଼ିଆ:
- ଶ୍ୱେତପଦ୍ମା ଶତପଥୀ
- ସ୍ପୋନସର:
- ମିଡ଼ିଆ:
- ସଭା ଆୟୋଜନ:
ଯୋଗଦାନକାରୀ
ସମ୍ପାଦନା- ନିହାର ମହାନ୍ତି: ଉତ୍କଳ ବିଶ୍ୱବିଦ୍ୟାଳୟର ଏମସିଏ ଛାତ୍ର
- ପବିତ୍ର କୁମାର ପଣ୍ଡା: ୨୦୧୫ ଡିସେମ୍ବର ୧୫ରୁ ଯୋଗଦେଲି । ଇଣ୍ଟରନେଟରେ ବହୁତ ଲୋକ ବ୍ୟବହାରକାରୀ ଅଛନ୍ତି । ଇଣ୍ଟରନେଟରେ ଓଡ଼ିଆ ଉଇକିପିଡ଼ିଆ
- ସ୍ନେହାଶିଷ ନାୟକ: ୨୦୧୫ ଡିସେମ୍ବରରୁ । ସଫ୍ଟଓଏର ଇଞ୍ଜିନିୟର । ଆମେ ଅନେକ ଜିନିଷ ଓଡ଼ିଆରେ ଲେଖିବା ପାଇଁ ଇଂରାଜୀରେ ଖୋଜି ତାକୁ ଅନୁବାଦ କରୁଛୁ । ଓଡ଼ିଆରେ ରହିଲେ ଅନେକଙ୍କ କାମରେ ଲାଗିବ ।
- ସୋମ୍ୟ ପ୍ରକାଶ ମିଶ୍ର: ନିଜର ୱେବ ଡିଜାଇନ କମ୍ପାନି । ଉଇକିପିଡ଼ିଆରେ ନୂଆ । ଆଜି ଏ ସଭାରେ ମିଶିବା ପରେ ଲାଗୁଛି ମୋତେ ଏଥିରେ ଅଂଶଗ୍ରହଣ କରିବାକୁ ପଡ଼ିବ
- ଜ୍ଞାନ ରଞ୍ଜନ ସାହୁ : ଭୁବନେଶ୍ଵରର ବାସିନ୍ଧା ଓ ଭୁବନେଶ୍ଵର ଉଇକି ଟୁଙ୍ଗୀର ସକ୍ରିୟ ସଦଶ୍ୟ । ଉଇକିପିଡିଆର ବିଭିନ୍ନ ବୈଷୟିକ କାର୍ଯ୍ୟ କରେ ।
- ସୁଭାସିସ ପାଣିଘରି: ୨୦୧୧ ରୁ ଉଇକିପିଡିଆ ସହ ଜଡିତ । ପୂର୍ବରୁ ଉଇକିମେଡିଆ ଫାଉଣ୍ଦେସନରେ କାମ କରୁଥିଲି ।
- ବିକାଶ ରଞ୍ଜନ ଓଝା: ୨୦୧୬ ଜୁନରୁ ସକ୍ରିୟ । ବିଶେଷ କରି ଓଡ଼ିଆ ଉଇକିପିଡ଼ିଆରେ ସକ୍ରିୟ ।
- ପ୍ରତୀକ ପଟ୍ଟନାୟକ: କୋରାପୁଟରେ ୧୨ଶ ର ଛାତ୍ର । ମୁଁ ଏବେ ଅନେକ ବିରଳ ବହିସବୁ ଡିଜିଟାଇଜ କରୁଛି ।
- ସ୍ଥିତପ୍ରଜ୍ଞା ମହାରଣା: ମୁଁ ପ୍ରଥମେ ମୋ ଭାଇଙ୍କଠାରୁ ଜାଣି ଗଲା ଡିସେମ୍ବର ମାସରେ ଯୋଗଦେଲି ।
- ମୃତ୍ୟୁଞ୍ଜୟ କର: ୨୦୧୧ ମଇ ୧୭ ରେ ଯୋଗଦେଲି । ଉଇକିପିଡ଼ିଆ ଓ ଉଇକିପାଠାଗାରର ସଫାସଫି କାମ କରେ।
- ଜଗନ୍ନାଥ ଦୋରା: ଉଇକିପିଡ଼ିଆରେ ସକ୍ରିୟ
- ରାମଚନ୍ଦ୍ର ନାୟକ: ବିଜ୍ଞାନ ଓ ପ୍ରଯୁକ୍ତି ସମ୍ବନ୍ଧିତ ଲେଖା
- ସୁଶାନ୍ତ ପୁରୋହିତ: ଅବସରପ୍ରାପ୍ତ ପ୍ରଫେସର । ୨୦୧୬ରେ ନିଜେ ଯୋଗଦେଇଥିଲି । ଅନେକ ଦିନରୁ ବିଭିନ୍ନ ପତ୍ରପତ୍ରିକା ଓ ବ୍ଲଗ ଆଦିରେ ସକ୍ରିୟ ଥିଲି । ଫେସବୁକରେ ବି ଲେଖୁଥିଲି କିନ୍ତୁ ତାକୁ ଛାଡ଼ିଦେଲି । ଶୈଳେଶ ମୋତେ ପଚାରିଥିଲେ ଆପଣ ଏତେ ବୟସରେ କେମିତି ଆରମ୍ଭ କଲେ । ମୋର ଉତ୍ତର ଥିଲା ଓଡ଼ିଆ ଭାଷାର ଉନ୍ନତ ହେଉ । ଆଉ ଯେତେ ବୟସ ହେଲେ ବି ସେ କେବେ ବାଧକ ନୁହେଁ । ଆମ ଓଡ଼ିଆ ଉଇକିପଡ଼ିଆରେ ବହୁ କମ ଲୋକ ସକ୍ରିୟ । ଆପଣମାନେ ସମସ୍ତେ ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ କାଢ଼ି ଏତେ ସମୟ ଦେଉଥିବା ସ୍ୱାଗତଯୋଗ୍ୟ । ମୁଁ ପଶ୍ଚିମ ଓଡ଼ିଆରେ ଓଡ଼ିଆ ଉଇକିପିଡ଼ିଆକୁ ନେବା ପାଇଁ ଆଗ୍ରହୀ ।
- ସୁବାସ ଚନ୍ଦ୍ର ରାଉତ: ମୁଁ ଜଣେ ଅବସରପ୍ରାପ୍ତ ଡାକ୍ତର । ମୁଖ୍ୟତଃ ଚିକିତ୍ସା ବିଜ୍ଞାନ ସମ୍ବନ୍ଧୀୟ ଲେଖାସବୁ ଉଇକିପିଡ଼ିଆରେ ଲେଖୁଛି । ଉଇକିପ୍ରୋଜେକ୍ଟ ମେଡ଼ ଫାଉଣ୍ଡେସନରେ ବୋର୍ଡ଼ ସଭ୍ୟ ଭାବେ ନିକଟରେ ଯୋଗଦେଇଛି ।
- ପଙ୍କଜମାଳା ଷଡ଼ଙ୍ଗୀ: ଦିଲ୍ଲୀରେ ୨୦ ବର୍ଷ ଧରି ବାସକରୁଛି । ୨୦୧୪ ମଇ ମାସରେ ଯୋଗଦେଲି ।
- ରାଧାରାଣୀ ଦ୍ୱିବେଦୀ: ୨୦୧୫ ଜାନୁଆରୀରେ ଯୋଗଦେଲି । ମୋତେ ଏଥିରେ ଯୋଗଦେବାରେ ସାହାଯ୍ୟ କରିଥିବାରୁ ପଙ୍କଜମାଳା ଷଡ଼ଙ୍ଗୀଙ୍କୁ ଅଶେଷ ସାଧୁବାଦ ।
- ଅଲିଭା ସାହୁ: ଓଡ଼ିଆ ଉଇକିପିଡ଼ିଆ ବାବଦରେ ଜାଣିନଥିଲି । +୩ ରେ ଓଡ଼ିଆରେ ଅନେକ ତଥ୍ୟ ଖୋଜିପାଉନଥିଲି ।
- ଚିନ୍ମୟୀ ମିଶ୍ର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଏମସିଏ ପଢ଼ୁଛି । ପାଖାପାଖି ବର୍ଷେ ହେଲାଣି ସକ୍ରିୟ ।
- ଶୈଳେଶ ପଟ୍ଟନାୟକ: ୨୦୧୨ ମାର୍ଚ୍ଚ ମାସରେ ଯୋଗଦେଲି । ଗତ ୪ ବର୍ଷ ହେଲାଣି ସକ୍ରିୟ । ଆମେ ଭୁବନେଶ୍ୱରରେ ଥିବା ଉଇକିଆଳିମାନେ ଭୁବନେଶ୍ୱର ଟୁଙ୍ଗିକୁ ନିଷ୍କ୍ରିୟରୁ ସକ୍ରିୟ କରିଛୁ । (ସୁଶାନ୍ତ ପୁରୋହିତଙ୍କୁ ଉତ୍ତର ଦେଇ: ଏବେ ୩ ମାସ ତଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ କର୍ମଶାଳା କରିଥିଲୁ । ଆମେ ଚେଷ୍ଟା କରୁଛୁ ସମ୍ବଲପୁର ଓ ପଶ୍ଚିମ ଓଡ଼ିଶାରେ ଅଧିକ କର୍ମଶାଳା କରିବାକୁ ଚେଷ୍ଟାକରୁଛୁ ।)
- ଶ୍ୱ୍ୱେତପଦ୍ମା ଶତପଥୀ: ମୁଁ ଜଣେ ଆଗ୍ରୋନୋମିଷ୍ଟ । ମୁଁ ଆଗରୁ ଉଇକିପିଡ଼ିଆରେ ସକ୍ରିୟ ଥିଲି । ଏବେ ଟିକେ ସକ୍ରିୟତା କମିଯାଉଛି ।
- ସଂଗ୍ରାମ କେଶରୀ ସେନାପତି: ମୁଁ ୨୦୧୪ ଡିସେମ୍ବରରେ ଯୋଗଦେଲି । ମୁଁ ଉଭୟ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିପାଠାଗାରରେ ସକ୍ରିୟ ।
- ଶ୍ରୀକାନ୍ତ କେଡ଼ିଆ
- କମଳାକାନ୍ତ ନାୟକ
- ନିଷ୍ଠାରଞ୍ଜନ ଦାଶ
- ଗୋର୍ବାଚୋଭ ପୋଥାଳ: ୨୦୧୧ ରୁ ଉଇକିପିଡିଆ ସହ ଜଡିତ