ଉଇକିପାଠାଗାର:ଜନ୍ମତିଥି/୨/ନିର୍ଘଣ୍ଟ/ମେଳଣ

ଏହି ଗ୍ରାଣ୍ଟ ବିବରଣୀ ପାଇଁ ଆମକୁ କି କି ଜିନିଷ କରିବାକୁ ହେବ ସମ୍ପାଦନା

ତାଲିମ କାର୍ଯ୍ୟକ୍ରମ ସମ୍ପାଦନା

  • Live demonstration on how to digitize a book   ହୋଇଗଲା ।
  • How to upload scanned works on Commons.   ହୋଇଗଲା ।
  • What is OTRS? How to get OTRS ticket after uploading the books on Commons?   ହୋଇଗଲା ।
  • OCRing the scanned pages   ହୋଇଗଲା ।
  • Image cropping through CSS   ହୋଇଗଲା ।
  • Proofreading   ହୋଇଗଲା ।
  • Tips for promoting digitized works on social media and other platforms (କର୍ମଶାଳାରେ ଦେଖନ୍ତୁ)  ହୋଇଗଲା ।

କର୍ମଶାଳା ସମ୍ପାଦନା

Impact ସମ୍ପାଦନା

How will you know if the project is successful and you've met your goals? Please include the following targets:

  1. Number of events: 1   ହୋଇଗଲା ।
  2. Number of participants: 50
  3. Number of new editors: 15
  4. Number of articles created or improved: 100
  5. Number of repeat participants (for projects that include a series of events): 25   ହୋଇଗଲା ।
  6. Number of total participants: 50
  7. Number of people who will help organize the event:

ଏହି ମେଳଣରୁ ଆମ ଲକ୍ଷ୍ୟ ସମ୍ପାଦନା

ସଫଳତା ସମ୍ପାଦନା

ବିଫଳତାରୁ ଶିକ୍ଷା ସମ୍ପାଦନା

ଭୋଗିଥିବା ଅସୁବିଧା ସମ୍ପାଦନା

  1. କଣ କଣ ଜିନିଷ (କ୍ୟାମେରା ଆଉ ସ୍କାନର ଆଦି) କାହା ପାଖରେ ଅଛି ସେସବୁର ଏକ ତାଲିକା ଲୋଡ଼ା ।
    1. ଦିନେଶ: କିଛି ପର୍ବ/ଯାତ୍ରା ଅଳ୍ପଦିନ ଆଗରୁ ଜାଣବାକୁ ମିଳେ ତେଣୁ ଆମକୁ ଟିକେ ଅଳ୍ପ ସମୟ ଭିତରେ କ୍ୟାମେରା ମିଳିପାରିଲେ ଭଲ ହେବ ।
  2. ଅଲିଭା ସାହୁ: ଫୋନରେ ଲେଖେ । ସେଭ କଲାବେଳେ ଦିଥର ସେଭ ହୋଇଯାଏ କିମ୍ବା ଜମା ସାଇତା ହୁଏନି ।
  3. ପଙ୍କଜମାଳା ଷଡ଼ଙ୍ଗୀ: ଜଷ୍ଟିଫାଇ ଓ ବାକି ସଜାଣିସବୁ ଟୁଲବାରରେ ରହିଲେ ଭଲ ହୁଅନ୍ତା ।
  4. ପଙ୍କଜମାଳା: ବନାନ ଭୁଲ ଥିଲେ ଦେଖାଇବା (ଶିତି/ଜ୍ଞାନଙ୍କ ଟୁଲ)
  5. କମନ୍ସରେ ନାଁ ବଦଳେଇବା କିପରି?
  6. ଶ୍ୱେତପଦ୍ମା: ଅନେକ ଖାଦ୍ୟର ତିଆରି ପ୍ରଣାଳୀ ଆମେ କେବଳ ଶୁଣିକି ଜାଣିଛୁ । କିପରି ଲେଖିବା? (ଉତ୍ତର: ଉଇକିବୁକ୍ସ/ଉଇକିପୋଥି ପ୍ରକଳ୍ପରେ ଲେଖିପାରିବା । ପ୍ରକଳ୍ପଟି ଇନକ୍ୟୁବେଟରରେ ଆରମ୍ଭ କରିବାକୁ ହେବ ।)
  7. ନାଗା ମୂର୍ତ୍ତି, ଗୋସାଣୀ ଯାତ୍ରା ଆଦିର ଫଟୋ ଅନେକ ରହିଛି । ସେଗୁଡ଼ିକ କିପରି ସୁବିଧାରେ ଅପଲୋଡ଼ କରିପାରିବା? (କମନିଷ୍ଟ ଭଳି ଟୁଲ ବ୍ୟବହାର କରି ଏକସଙ୍ଗେ ଅନେକ ଫଟୋ ଅପଲୋଡ଼ କରିପାରିବେ ।)
  8. ପ୍ରତୀକ: ପୁରୁଣା କାବ୍ୟକବିତା ଆଦିର ତଥ୍ୟସବୁକୁ ରଖିବା ପାଇଁ ଏକ ଅଲଗା ଛାଞ୍ଚ ଦରକାର । (ଛାଞ୍ଚରେ କଣ କଣ ରହିବା ଆବଶ୍ୟକ ତା'ର ଏକ ତାଲିକା କରିଦେଲେ ଭଲ ହେବ)
  9. ପ୍ରତୀକ: ଛାନ୍ଦସବୁ ଅଲଗା ଅଲଗା ଭାବେ ଲେଖାଯାଇଛି । ତାକୁ ସଜାଇ ରଖିବାର ଏକ ଛାଞ୍ଚ ଦରକାର । (ମତ: ଆଲୋଚନା ସଭାରେ ଏକ ଉଦାହରଣ ତିଆରି କରିଦେଲେ ଆମେ ଆଗକୁ ସେମିତି କରିପାରିବୁ )
  10. ବିକାଶ: ଓଡିଆ ଭାଷାରେ Content Translation tool ଉପଲବ୍ଧ ନାହିଁ (ମତ: ଶୁଭାଶିଷ - ରୁଷିଆର ଏକ ସଂସ୍ଥା ଦ୍ଵାରା ଏ ଉପରେ କାମ ଚାଲୁ ରହିଛି, ମୃତ୍ୟୁଞ୍ଜୟ - ଏହି tool ର ବ୍ୟବହାର ଦ୍ଵାରା କି କି ପ୍ରକାର ଅସୁବିଧା ହୋଇପାରେ କହିଲେ)

ଅନ୍ୟ ମତ ସମ୍ପାଦନା

  1. ସୁଶାନ୍ତ ପୁରୋହିତ: କେବଳ ଓଡ଼ିଶା/ଓଡ଼ିଆ ସମ୍ବନ୍ଧିତ ହେବା ଜରୁରୀ ନୁହେଁ । ଆମେ ବାକି ବିଷୟ ଉପରେ ମଧ୍ୟ ଲେଖିବା ଉଚିତ ।

ଆଗକୁ ଯୋଜନା ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆ ୧୫ ସମ୍ପାଦନା

  • କରିବା କି ନାହିଁ?
    • ହଁ:
    • ନାଁ:
    • ଅଲଗା ମତ:
      • ଉଇକି କନଫରେନ୍ସ ଇଣ୍ଡିଆ ସଙ୍ଗେ ଓଡ଼ିଆ ଉଇକିପାଠାଗାର ୩ ଯୋଡ଼ିବା
  • ସ୍ଥାନ:
    • କିଟ୍ (ଶୈଳେଶ କିଟର ଛାତ୍ରମାନଙ୍କୁ ଏଥିରେ ସ୍ୱେଚ୍ଛାସେବୀମାନଙ୍କୁ ଆଣିପାରିବେ)
ଦାୟିତ୍ୱ ସମ୍ପାଦନା
  1. ଗ୍ରାଣ୍ଟ ଆବେଦନ, ଲିଖନ ଓ ଉଇକିମିଡ଼ିଆ ଫାଉଣ୍ଡେସନ ସଙ୍ଗେ ଆବେଦନ-ସମ୍ବନ୍ଧିତ ଆଲୋଚନା:
  2. ସ୍ଥାନ:
    1. କିଟ୍: ଶୈଳେଶ
  3. ସୋସିଆଲ ମିଡ଼ିଆ:
    1. ଶ୍ୱେତପଦ୍ମା ଶତପଥୀ
  4. ସ୍ପୋନସର:
  5. ମିଡ଼ିଆ:
  6. ସଭା ଆୟୋଜନ:

ଯୋଗଦାନକାରୀ ସମ୍ପାଦନା

  1. ନିହାର ମହାନ୍ତି: ଉତ୍କଳ ବିଶ୍ୱବିଦ୍ୟାଳୟର ଏମସିଏ ଛାତ୍ର
  2. ପବିତ୍ର କୁମାର ପଣ୍ଡା: ୨୦୧୫ ଡିସେମ୍ବର ୧୫ରୁ ଯୋଗଦେଲି । ଇଣ୍ଟରନେଟରେ ବହୁତ ଲୋକ ବ୍ୟବହାରକାରୀ ଅଛନ୍ତି । ଇଣ୍ଟରନେଟରେ ଓଡ଼ିଆ ଉଇକିପିଡ଼ିଆ
  3. ସ୍ନେହାଶିଷ ନାୟକ: ୨୦୧୫ ଡିସେମ୍ବରରୁ । ସଫ୍ଟଓଏର ଇଞ୍ଜିନିୟର । ଆମେ ଅନେକ ଜିନିଷ ଓଡ଼ିଆରେ ଲେଖିବା ପାଇଁ ଇଂରାଜୀରେ ଖୋଜି ତାକୁ ଅନୁବାଦ କରୁଛୁ । ଓଡ଼ିଆରେ ରହିଲେ ଅନେକଙ୍କ କାମରେ ଲାଗିବ ।
  4. ସୋମ୍ୟ ପ୍ରକାଶ ମିଶ୍ର: ନିଜର ୱେବ ଡିଜାଇନ କମ୍ପାନି । ଉଇକିପିଡ଼ିଆରେ ନୂଆ । ଆଜି ଏ ସଭାରେ ମିଶିବା ପରେ ଲାଗୁଛି ମୋତେ ଏଥିରେ ଅଂଶଗ୍ରହଣ କରିବାକୁ ପଡ଼ିବ
  5. ଜ୍ଞାନ ରଞ୍ଜନ ସାହୁ : ଭୁବନେଶ୍ଵରର ବାସିନ୍ଧା ଓ ଭୁବନେଶ୍ଵର ଉଇକି ଟୁଙ୍ଗୀର ସକ୍ରିୟ ସଦଶ୍ୟ । ଉଇକିପିଡିଆର ବିଭିନ୍ନ ବୈଷୟିକ କାର୍ଯ୍ୟ କରେ ।
  6. ସୁଭାସିସ ପାଣିଘରି: ୨୦୧୧ ରୁ ଉଇକିପିଡିଆ ସହ ଜଡିତ । ପୂର୍ବରୁ ଉଇକିମେଡିଆ ଫାଉଣ୍ଦେସନରେ କାମ କରୁଥିଲି ।
  7. ବିକାଶ ରଞ୍ଜନ ଓଝା: ୨୦୧୬ ଜୁନରୁ ସକ୍ରିୟ । ବିଶେଷ କରି ଓଡ଼ିଆ ଉଇକିପିଡ଼ିଆରେ ସକ୍ରିୟ ।
  8. ପ୍ରତୀକ ପଟ୍ଟନାୟକ: କୋରାପୁଟରେ ୧୨ଶ ର ଛାତ୍ର । ମୁଁ ଏବେ ଅନେକ ବିରଳ ବହିସବୁ ଡିଜିଟାଇଜ କରୁଛି ।
  9. ସ୍ଥିତପ୍ରଜ୍ଞା ମହାରଣା: ମୁଁ ପ୍ରଥମେ ମୋ ଭାଇଙ୍କଠାରୁ ଜାଣି ଗଲା ଡିସେମ୍ବର ମାସରେ ଯୋଗଦେଲି ।
  10. ମୃତ୍ୟୁଞ୍ଜୟ କର: ୨୦୧୧ ମଇ ୧୭ ରେ ଯୋଗଦେଲି । ଉଇକିପିଡ଼ିଆ ଓ ଉଇକିପାଠାଗାରର ସଫାସଫି କାମ କରେ।
  11. ଜଗନ୍ନାଥ ଦୋରା: ଉଇକିପିଡ଼ିଆରେ ସକ୍ରିୟ
  12. ରାମଚନ୍ଦ୍ର ନାୟକ: ବିଜ୍ଞାନ ଓ ପ୍ରଯୁକ୍ତି ସମ୍ବନ୍ଧିତ ଲେଖା
  13. ସୁଶାନ୍ତ ପୁରୋହିତ: ଅବସରପ୍ରାପ୍ତ ପ୍ରଫେସର । ୨୦୧୬ରେ ନିଜେ ଯୋଗଦେଇଥିଲି । ଅନେକ ଦିନରୁ ବିଭିନ୍ନ ପତ୍ରପତ୍ରିକା ଓ ବ୍ଲଗ ଆଦିରେ ସକ୍ରିୟ ଥିଲି । ଫେସବୁକରେ ବି ଲେଖୁଥିଲି କିନ୍ତୁ ତାକୁ ଛାଡ଼ିଦେଲି । ଶୈଳେଶ ମୋତେ ପଚାରିଥିଲେ ଆପଣ ଏତେ ବୟସରେ କେମିତି ଆରମ୍ଭ କଲେ । ମୋର ଉତ୍ତର ଥିଲା ଓଡ଼ିଆ ଭାଷାର ଉନ୍ନତ ହେଉ । ଆଉ ଯେତେ ବୟସ ହେଲେ ବି ସେ କେବେ ବାଧକ ନୁହେଁ । ଆମ ଓଡ଼ିଆ ଉଇକିପଡ଼ିଆରେ ବହୁ କମ ଲୋକ ସକ୍ରିୟ । ଆପଣମାନେ ସମସ୍ତେ ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ କାଢ଼ି ଏତେ ସମୟ ଦେଉଥିବା ସ୍ୱାଗତଯୋଗ୍ୟ । ମୁଁ ପଶ୍ଚିମ ଓଡ଼ିଆରେ ଓଡ଼ିଆ ଉଇକିପିଡ଼ିଆକୁ ନେବା ପାଇଁ ଆଗ୍ରହୀ ।
  14. ସୁବାସ ଚନ୍ଦ୍ର ରାଉତ: ମୁଁ ଜଣେ ଅବସରପ୍ରାପ୍ତ ଡାକ୍ତର । ମୁଖ୍ୟତଃ ଚିକିତ୍ସା ବିଜ୍ଞାନ ସମ୍ବନ୍ଧୀୟ ଲେଖାସବୁ ଉଇକିପିଡ଼ିଆରେ ଲେଖୁଛି । ଉଇକିପ୍ରୋଜେକ୍ଟ ମେଡ଼ ଫାଉଣ୍ଡେସନରେ ବୋର୍ଡ଼ ସଭ୍ୟ ଭାବେ ନିକଟରେ ଯୋଗଦେଇଛି ।
  15. ପଙ୍କଜମାଳା ଷଡ଼ଙ୍ଗୀ: ଦିଲ୍ଲୀରେ ୨୦ ବର୍ଷ ଧରି ବାସକରୁଛି । ୨୦୧୪ ମଇ ମାସରେ ଯୋଗଦେଲି ।
  16. ରାଧାରାଣୀ ଦ୍ୱିବେଦୀ: ୨୦୧୫ ଜାନୁଆରୀରେ ଯୋଗଦେଲି । ମୋତେ ଏଥିରେ ଯୋଗଦେବାରେ ସାହାଯ୍ୟ କରିଥିବାରୁ ପଙ୍କଜମାଳା ଷଡ଼ଙ୍ଗୀଙ୍କୁ ଅଶେଷ ସାଧୁବାଦ ।
  17. ଅଲିଭା ସାହୁ: ଓଡ଼ିଆ ଉଇକିପିଡ଼ିଆ ବାବଦରେ ଜାଣିନଥିଲି । +୩ ରେ ଓଡ଼ିଆରେ ଅନେକ ତଥ୍ୟ ଖୋଜିପାଉନଥିଲି ।
  18. ଚିନ୍ମୟୀ ମିଶ୍ର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଏମସିଏ ପଢ଼ୁଛି । ପାଖାପାଖି ବର୍ଷେ ହେଲାଣି ସକ୍ରିୟ ।
  19. ଶୈଳେଶ ପଟ୍ଟନାୟକ: ୨୦୧୨ ମାର୍ଚ୍ଚ ମାସରେ ଯୋଗଦେଲି । ଗତ ୪ ବର୍ଷ ହେଲାଣି ସକ୍ରିୟ । ଆମେ ଭୁବନେଶ୍ୱରରେ ଥିବା ଉଇକିଆଳିମାନେ ଭୁବନେଶ୍ୱର ଟୁଙ୍ଗିକୁ ନିଷ୍କ୍ରିୟରୁ ସକ୍ରିୟ କରିଛୁ । (ସୁଶାନ୍ତ ପୁରୋହିତଙ୍କୁ ଉତ୍ତର ଦେଇ: ଏବେ ୩ ମାସ ତଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ କର୍ମଶାଳା କରିଥିଲୁ । ଆମେ ଚେଷ୍ଟା କରୁଛୁ ସମ୍ବଲପୁର ଓ ପଶ୍ଚିମ ଓଡ଼ିଶାରେ ଅଧିକ କର୍ମଶାଳା କରିବାକୁ ଚେଷ୍ଟାକରୁଛୁ ।)
  20. ଶ୍ୱ୍ୱେତପଦ୍ମା ଶତପଥୀ: ମୁଁ ଜଣେ ଆଗ୍ରୋନୋମିଷ୍ଟ । ମୁଁ ଆଗରୁ ଉଇକିପିଡ଼ିଆରେ ସକ୍ରିୟ ଥିଲି । ଏବେ ଟିକେ ସକ୍ରିୟତା କମିଯାଉଛି ।
  21. ସଂଗ୍ରାମ କେଶରୀ ସେନାପତି: ମୁଁ ୨୦୧୪ ଡିସେମ୍ବରରେ ଯୋଗଦେଲି । ମୁଁ ଉଭୟ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିପାଠାଗାରରେ ସକ୍ରିୟ ।
  22. ଶ୍ରୀକାନ୍ତ କେଡ଼ିଆ
  23. କମଳାକାନ୍ତ ନାୟକ
  24. ନିଷ୍ଠାରଞ୍ଜନ ଦାଶ
  25. ଗୋର୍ବାଚୋଭ ପୋଥାଳ: ୨୦୧୧ ରୁ ଉଇକିପିଡିଆ ସହ ଜଡିତ