ଗୀତଗୋବିନ୍ଦ
ଲେଖକ/କବି: କବିରାଜ ଜୟଦେବ
ଦ୍ୱାଦଶ ଶତାବ୍ଦୀରେ ପୁରୀ ଜିଲ୍ଲା କେନ୍ଦୁବିଲ୍ୱ ବା କେନ୍ଦୁଲି ଶାସନ ଗ୍ରାମରେ ଜୟଦେବଙ୍କ ଜନ୍ମ । କବିରାଜ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ସଂସ୍କୃତ ସାହିତ୍ୟ ଏବଂ ଓଡ଼ିଶୀ ସଙ୍ଗୀତର ଏକ ଅମର କୃତି । ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ପ୍ରତି ରାତ୍ର ବଡ଼ସିଂହାର ବେଳେ ଗାନ ବାଦନ ଓ ନୃତ୍ୟ କରାଯାଏ ।