ଗୀତଗୋବିନ୍ଦ (ଧରଣୀଧର ପଦ୍ୟାନୁବାଦ)
ଏହି ରଚନାଟି ଅସମ୍ପୂର୍ଣ୍ଣ ଅଟେ । ଯଦି ଆପଣ ଏହାକୁ ସମ୍ପୂର୍ଣ୍ଣ କରାଇବାରେ ସାହାଯ୍ୟ କରିପାରିବେ, ତାହେଲେ ସାହାଯ୍ୟ ପୃଷ୍ଠାଗୁଡ଼ିକ ଓ ସଜାଣି ମାର୍ଗଦର୍ଶିକା ଦେଖନ୍ତୁ ଅଥବା ଏହାର ଆଲୋଚନା ପୃଷ୍ଠାରେ ନୂଆ ଭାଗଟିଏ ଆରମ୍ଭ କରନ୍ତୁ । |
ଗୀତଗୋବିନ୍ଦ (୧୫ଶ ଶତାବ୍ଦୀ) ଲେଖକ/କବି: , translated by ଧରଣୀଧର ଦାସ ମୁଖପୃଷ୍ଠ |
ପଞ୍ଚଦଶ ଶତାବ୍ଦୀରେ ଧରଣୀଧର ଦାସ ଜୟଦେବଙ୍କ ଦ୍ୱାରା ସଂସ୍କୃତ ଭାଷାରେ ଲିଖିତ ଗୀତଗୋବିନ୍ଦକୁ ଓଡ଼ିଆରେ ପଦ୍ୟାନୁବାଦ କରିଥିଲେ । ଏହି ଅନୁବାଦିତ କାବ୍ୟରେ ମୂଳଗ୍ରନ୍ଥର ବିଷୟବସ୍ତୁକୁ ସରଳ ଓଡ଼ିଆରେ ବିବିଧ ଛନ୍ଦରେ ଲିଖିତ । |
କ୍ରମାଙ୍କ | ମୂଳ ଅଷ୍ଟପଦୀ | ଅନୁବାଦିତ ଛାନ୍ଦ |
୧ | ପ୍ରଳୟପୟୋଧିଜଳେ | କେବେହେଁ ମାଧବ |
୨ | ଶ୍ରିତକମଳାକୁଚମଣ୍ଡଳ | |
୩ | ଲଳିତଲବଙ୍ଗଲତା | ଶୁଣ ହେ ସୁଜନେ ଏଥୁଁ |
୪ | ଚନ୍ଦନଚର୍ଚ୍ଚିତନୀଳକଳେବର | ଶୁଣ ସୁଜନେ ହୋଇ ସାବଧାନ |
୫ | ସଞ୍ଚରଦଧର | ଏଥୁ ଅନନ୍ତରେ ଶୁଣ ରସିକଜନ |
୬ | ନିଭୃତନିକୁଞ୍ଜ | ଶୁଣ ହେ ସୁଜନେ ଏଥୁଁ ରସବଚନ |
୭ | ମାମିୟଂ ଚଳିତା | ଏଥୁ ଅନନ୍ତରେ ଶୁଣ ରସିକ ସୁଜାଣ |
୮ | ନିନ୍ଦତି ଚନ୍ଦନମ୍ | |
୯ | ସ୍ତନ ବିନିହିତମ୍ | |
୧୦ | ତବ ବିରହେ ବନମାଳୀ | ଏଥୁ ଅନନ୍ତରେ ଶୁଣ ହେ ନରେ |
୧୧ | ଧୀରସମୀରେ ଯମୁନାତୀରେ | ଏଥୁ ଅନନ୍ତରେ ଶୁଣ ସାଧୁଜନେ |
୧୨ | ପଶ୍ୟତି ଦିଶି ଦିଶି | ଏଥୁଅନନ୍ତରେ କଥା |
୧୩ | ଯାମି ହେ କାମିହ ଶରଣମ୍ | ଏଥୁ ଅନନ୍ତରେ ଶୁଣ ହେ ସୁଜନେ |
୧୪ | ସ୍ମର ସ୍ମରୋଚିତ | ଶୁଣ ହେ ସୁଜନେ ଏଥୁଁ ସୁଧାରସ ବାଣୀ |
୧୫ | ସମୁଦିତମଦନେ | |
୧୬ | ଅନିଳତରଳ | |
୧୭ | ଯାହି ମାଧବ | |
୧୮ | ମାଧବି ମା କୁରୁ | |
୧୯ | ପ୍ରିୟେ ଚାରୁଶୀଳେ | |
୨୦ | ବିରଚିତ ଚାଟୁ | |
୨୧ | ପ୍ରବିଶ ରାଧେ | |
୨୨ | ରାଧା ବଦନ | |
୨୩ | କିସଳୟ ଶୟନ ତଳେ | |
୨୪ | କୁରୁ ଯଦୁନନ୍ଦନ |