ପୃଷ୍ଠା ଆଲୋଚନା:Galpa swalpa.djvu/୩୧
Latest comment: ୯ ବର୍ଷ ପୂର୍ବେ by Subas Chandra Rout
' 'ଫକୀରମୋହନ ଗ୍ରନ୍ଥାବଳୀ'
ବଡ଼ନଈ ପରଗନାର ଶାଳପାଳ ତାଲୁକର ଜମିଦାର
ଏହି ପୃଷ୍ଠାରେ ପ୍ରଥମ ଦୁଇଧାଡ଼ି ଉପରୋକ୍ତ ମତେ ଲେଖାଯାଇଛି, କିନ୍ତୁ ଏଡିଟ ମୋଡରେ ' 'ଫକୀରମୋହନ ଗ୍ରନ୍ଥାବଳୀ' ଧାଡ଼ିଟି ଦୃଶ୍ୟ ହେଉନାହିଁ । ଏହା କିପରି ସମ୍ଭବ ହୋଇଛି ? ଏହି ଧାଡ଼ିଟିର ' '---' ଚିହ୍ନ ଭୂଲ ଅଛି । କିପରି ସଂଶୋଧନ କରାଯିବ ?--Subas Chandra Rout (ମୋ ଆଲୋଚନା) ୧୯:୧୪, ୧୫ ଅକ୍ଟୋବର ୨୦୧୫ (IST)