ଜନ୍ମଦିନର ଶୁଭକାମନାସମ୍ପାଦନ କରନ୍ତୁ

ସାର, ଉଭୟ ଉଇକିପାଠାଗାର ଓ ଉଇକିପିଡ଼ିଆ ସମ୍ପାଦନାରେ ନିଜର ବହୁମୂଲ୍ୟ ସମୟ ଦେଉଥିବାରୁ ଅଶେଷ ସାଧୁବାଦ! ଆପଣଙ୍କ ବିଶାଳ ଅବଦାନ ଆଗରେ ଏ ସାଧୁବାଦ କିଛି ନୁହେଁ, ତଥାପି ଆପଣଙ୍କ ଭଳି ବଡ଼ମାନେ ଆମ ସାଥିରେ ଅଛନ୍ତି ବୋଲି ଆଗକୁ ଚାଲିବାକୁ ମନରେ ଦମ୍ଭ ଆସୁଛି । ଏମିତି ସଦା ମଙ୍ଗୁଆଳ ହୋଇ ଥାନ୍ତୁ ଆମସଙ୍ଗେ । ଏଥି ସହିତ ଜନ୍ମଦିନର ଅଶେଷ ଶୁଭକାମନା! :) --Psubhashish (ମୋ ଆଲୋଚନା) ୦୯:୧୭, ୨୯ ଜୁଲାଇ ୨୦୧୫ (IST)

ଉଇକିପାଠାଗାର:ଜନ୍ମତିଥି/୧/ନିମନ୍ତ୍ରଣ ତିଆରି କରିବାକୁ ଅନୁରୋଧସମ୍ପାଦନ କରନ୍ତୁ

ସାର, ଏଇଟା ଆପଣଙ୍କୁ ଲାଗିଲା । ଆଗଥର ଆପଣ ଏ ବାବଦରେ କହିଥିଲେ ଆଉ ଏଇ କାମଟା ଏବେ ଆରମ୍ଭ ହେଲା । ତେଣୁ ଆଗୁଆ ଆପଣଙ୍କୁ ଅନୁରୋଧ ଯେ ନିମନ୍ତ୍ରଣ (ଉଭୟ ଓଡ଼ିଆ ଓ ଇଂରାଜୀରେ) ଲେଖାଟି ଆପଣଙ୍କ ଦେଇ ହେଲେ ଭଲ । --Psubhashish (ମୋ ଆଲୋଚନା) ୧୨:୫୨, ୬ ଅକ୍ଟୋବର ୨୦୧୫ (IST)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣସମ୍ପାଦନ କରନ୍ତୁ

-ଶିତିକଣ୍ଠ ଦାଶ (ମୋ ଆଲୋଚନା), ୨୦ ଅକ୍ଟୋବର ୨୦୧୫ (IST)

Indic Wikisource Proofreadthonସମ୍ପାଦନ କରନ୍ତୁ

Sorry for writing this message in English - feel free to help us translating it