"ମନବୋଧ ଚଉତିଶା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୯ କ ଧାଡ଼ି:
| notes =

<poem>

କହଇ ମନ ଆରେ ମୋ ବୋଲ କର
କଳା ଶ୍ରୀମୁଖ ବାରେ ଦେଖିବା ଚାଲ ।
କେତେ ଦିନ କୁ ମନ ବାନ୍ଧିଛୁ ଆଣ୍ଟ
କି ଘେନି ଯିବୁ ତୋର ଛୁଟିଲେ ଘଟ ।।୧।।

ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି
ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟି ।
ଖଟ ପଲଙ୍କେ ମନ ଶେଯାଇ ଶୋଉ
ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ ।।୨।।

ଗଲେଣି ତୋ ସଙ୍ଗରୁ ଯେତେକ ଜନ
ଗଣ୍ଠିରେ ବାନ୍ଧିନେଲେ କେ କେତେ ଧନ
ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନ ବୋଲୁ
ଗାଢ଼େ ମଜ୍ଜିଣ ନିତ୍ୟ ଧନ ଅର୍ଜିଲୁ।।୩।।

ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ
ଘଟ ଛୁଟିଲେ ତୋତେ ବୋଲିବେ ଭୂତ
ଘର ଘରଣି ଦେହ କୀଳାଉଥିବେ
ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ ।।୪।।

ଉଦ୍ଦାର ହେବୁ ଯେବେ ଭବ ସାଗରୁ
କହଇ ମନ ଆରେ ମୋ ବୋଲ କର,

ଉପାୟ କରି ଭଜ ଏବେ ଶ୍ରୀଗୁରୁ ।
କଳା ଶ୍ରୀମୁଖ ବାରେ ଦେଖିବା ଚାଲ ।

ଊଣା ହେଉଛି ଦିନୁ ଦିନ ଆୟୁଷ
କେତେ ଦିନ କୁ ମନ ବାନ୍ଧିଛୁ ଆଣ୍ଟ,

ଆଉ ଏଣିକି ଅଛି କେତେ ବୟସ ।।୫।।
କି ଘେନି ଯିବୁ ତୋର ଛୁଟିଲେ ଘଟ ।।୧।।

ଚିତ୍ର ପ୍ରତିମା ପ୍ରାୟେ ଦିଶୁ ସୁନ୍ଦର
ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି,

ଚିରି ଭିତରେ ଦେଖ କି ନାରଖାର ।
ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟି ।

ଚର୍ମ ବେଢ଼ିଛି ସିନା ଚଉରାଶିକି
ଖଟ ପଲଙ୍କେ ମନ ଶେଯାଇ ଶୋଉ,

ଚିତ୍ତ ତୁ ଦିଅ ନୀଳଗିରିବାସୀଙ୍କି ।।୬।।
ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ ।।୨।।

ଛାର ଦେହକୁ ମନ କରୁଛୁ ସଜ
ଗଲେଣି ତୋ ସଙ୍ଗରୁ ଯେତେକ ଜନ,

ଛନ୍ଦ କପଟ ତେଜି ଗୋବିନ୍ଦ ଭଜ ।
ଗଣ୍ଠିରେ ବାନ୍ଧିନେଲେ କେ କେତେ ଧନ ।

ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା
ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନ ବୋଲୁ,

ଛ'ଖଣ୍ଡି କାଠ ହେବ ତୋପାଇଁ ଲୋଡ଼ା ।।୭।।
ଗାଢ଼େ ମଜ୍ଜିଣ ନିତ୍ୟ ଧନ ଅର୍ଜିଲୁ।।୩।।

ଯମ ଯେ ନ ଜାଣଇ ବାଳୁତ ଯୁବା
ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ,

ଜୀଇଁବୁ ବୋଲି ମନେ କରିଛୁ ଅବା ।
ଘଟ ଛୁଟିଲେ ତୋତେ ବୋଲିବେ ଭୂତ ।

ଜଣେ ହିଁ ଏଥୁ କେହି ନାହିଁ ଅମର
ଘର ଘରଣି ଦେହ କୀଳାଉଥିବେ,

ଜଗନ୍ନାଥଙ୍କୁ ଭଜ ହେବୁ ଉଦ୍ଧାର ।।୮।।
ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ ।।୪।।

ଝେଲା ଗନ୍ଥା ପାଛୋଡ଼ା ପିନ୍ଧାକୁ ରସୁ
ଉଦ୍ଦାର ହେବୁ ଯେବେ ଭବ ସାଗରୁ,

ଝଡ଼ ସଂସାରେ ମନ ନ ବୁଝି ପଶୁ ।
ଉପାୟ କରି ଭଜ ଏବେ ଶ୍ରୀଗୁରୁ ।

ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ
ଊଣା ହେଉଛି ଦିନୁ ଦିନ ଆୟୁଷ,

ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁ ।।୯।।
ଆଉ ଏଣିକି ଅଛି କେତେ ବୟସ ।।୫।।

ନିଶି ଦିବସ ଥୟ ନୋହୁଛି ମନ
ଚିତ୍ର ପ୍ରତିମା ପ୍ରାୟେ ଦିଶୁ ସୁନ୍ଦର,

ନିଦ୍ରାରେ ଦେଖୁଅଛୁ ଯଥା ସ୍ୱପନ ।
ଚିରି ଭିତରେ ଦେଖ କି ନାରଖାର ।

ନଯିବେ ସଙ୍ଗେ କେହି ଯିବୁ ତୁ ଏକା
ଚର୍ମ ବେଢ଼ିଛି ସିନା ଚଉରାଶିକି,

ନାମ ମାତ୍ର ଅଟଇ ପଥକୁ ସଖା ।।୧୦।।
ଚିତ୍ତ ତୁ ଦିଅ ନୀଳଗିରିବାସୀଙ୍କି ।।୬।।

ଟାଣ କରୁଛୁ ମନ ସବୁ ମୋହରି
ଛାର ଦେହକୁ ମନ କରୁଛୁ ସଜ,

ଟଳି ପଡ଼ିଲେ କେହି ନୁହେଁ କାହାରି ।
ଛନ୍ଦ କପଟ ତେଜି ଗୋବିନ୍ଦ ଭଜ ।

ଟେରା ଭିତରେ ଯେହ୍ନେ ଅପୂର୍ବ ନାରୀ
ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା,

ଟୋପ ଚଉଁରା ଅଛି ତୋ ଦେହେ ପୁରି ।।୧୧।।
ଛ'ଖଣ୍ଡି କାଠ ହେବ ତୋପାଇଁ ଲୋଡ଼ା ।।୭।।

ଠିକେ ମୁଁ କ‌ହୁଅଛି କର ମୋ କଥା
ଯମ ଯେ ନ ଜାଣଇ ବାଳୁତ ଯୁବା,

ଠିକେ ହେହରେ ଅଛି ଶୂନ୍ୟ ଦେବତା ।
ଜୀଇଁବୁ ବୋଲି ମନେ କରିଛୁ ଅବା ।

ଠିକ ଯିବୁଟି ମନ ମୁଣ୍ଡ ପଡ଼ିଲେ
ଜଣେହିଁ ଏଥୁ କେହି ନାହିଁ ଅମର,

ଠିକେ ଗୁରୁଙ୍କ ସେବା କର ତୁ ଭଲେ ।।୧୨।।
ଜଗନ୍ନାଥଙ୍କୁ ଭଜ ହେବୁ ଉଦ୍ଧାର ।।୮।।

ଡାକି କ‌ହୁଛି ମନ ଡାକ ଗୋବିନ୍ଦ
ଝେଲା ଗନ୍ଥା ପାଛୋଡ଼ା ପିନ୍ଧାକୁ ରସୁ,

ଡର ଜଞ୍ଜାଳ ଯାଉ ମୋହର ହୃଦ ।
ଝଡ଼ ସଂସାରେ ମନ ନ ବୁଝି ପଶୁ ।

ଡେରିଥାନ୍ତି ଶ୍ରବଣ ଭକ୍ତ ଡାକ‌କୁ
ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ,

ଡଙ୍ଗା ଯେହ୍ନେ ଜଳରେ ଚାହେଁ ପଛକୁ ।।୧୩।।
ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁ ।।୯।।

ଢୋଲ ଯେସନେ ଢାଉଁ ଢାଉଁ ବାଜଇ
ନିଶି ଦିବସ ଥୟ ନୋହୁଛି ମନ,

ଢଳେ ତ‌ହିଁ ଭିତରେ କିଛି ହିଁ ନାହିଁ ।
ନିଦ୍ରାରେ ଦେଖୁଅଛୁ ଯଥା ସ୍ୱପନ ।

ଢାଙ୍କି ରହିଛି ଦେହ ସବୁଟି ତୁଚ୍ଛ
ନଯିବେ ସଙ୍ଗେ କେହି ଯିବୁ ତୁ ଏକା,

ଢଳି ପଡ଼ିଲେ ସବୁ ହେବଟି ମିଛ ।।୧୪।।
ନାମ ମାତ୍ର ଅଟଇ ପଥକୁ ସଖା ।।୧୦।।

ଏଣେ ତୁ ଦେଇଥିଲେ ତେଣେ ପାଇବୁ
ଟାଣ କରୁଛୁ ମନ ସବୁ ମୋହରି,

ଅଣଆୟତ୍ତ ବେଳେ କି ଘେନି ଯିବୁ ।
ଟଳି ପଡ଼ିଲେ କେହି ନୁହେଁ କାହାରି ।

ଅଣବିଶ୍ୱାସୀ ହୋଇ ରହିବୁ ଦିନେ
ଟେରା ଭିତରେ ଯେହ୍ନେ ଅପୂର୍ବ ନାରୀ,

ଅନେକ ଦୁଃଖ ଦେବେ ଯମ ଭୁବନେ ।।୧୫।।
ଟୋପ ଚଉଁରା ଅଛି ତୋ ଦେହେ ପୁରି ।।୧୧।।

ତୁ ଯେ ବୋଲୁଛୁ ମୋର ଅର୍ଜିଲା ଧନ
ଠିକେ ମୁଁ କ‌ହୁଅଛି କର ମୋ କଥା,

ତୋ ଦେହ ନୁହେଁ ତୋର ଦେଖ ଏ ମନ ।
ଠିକେ ହେହରେ ଅଛି ଶୂନ୍ୟ ଦେବତା ।

ତୋହରି ସଙ୍ଗୁ ମନ ଗଲେଣି କେତେ
ଠିକ ଯିବୁଟି ମନ ମୁଣ୍ଡ ପଡ଼ିଲେ,

ତୁ ମିଥ୍ୟା କଥାକୁ ତ ଯାଉ ପରତେ ।।୧୬।।
ଠିକେ ଗୁରୁଙ୍କ ସେବା କର ତୁ ଭଲେ ।।୧୨।।

ଥିଲେ ଏ ସଂସାରେ ଯେତେ ନୃପତି
ଡାକି କ‌ହୁଛି ମନ ଡାକ ଗୋବିନ୍ଦ,

ଥୟ କରି କେ ଭୋଗକଲା ଏ ପୃଥିବୀ ।
ଡର ଜଞ୍ଜାଳ ଯାଉ ମୋହର ହୃଦ ।

ଥୋଇଲା ଧନ ତୋର ଖୁଣ୍ଟି ଖାଇବେ
ଡେରିଥାନ୍ତି ଶ୍ରବଣ ଭକ୍ତ ଡାକ‌କୁ,

ଥାନେ ତୋହର ଘର କରି ରହିବେ ।।୧୭।।
ଡଙ୍ଗା ଯେହ୍ନେ ଜଳରେ ଚାହେଁ ପଛକୁ ।।୧୩।।

ଦେହେ ପୂରିଛି ତୋର ଅଶେଷ ରୋଗ
ଢୋଲ ଯେସନେ ଢାଉଁ ଢାଉଁ ବାଜଇ,

ଦିନ ଚାରିକ ସିନା ଏ ସୁଖ ଭୋଗ ।
ଢଳେ ତ‌ହିଁ ଭିତରେ କିଛି ହିଁ ନାହିଁ ।

ଦଣ୍ଡେ ହେ ବେଳ ତୋତେ ରଖିବେ ନାହିଁ
ଢାଙ୍କି ରହିଛି ଦେହ ସବୁଟି ତୁଚ୍ଛ,

ଦଣ୍ଡୁ ଯେ ଥିବେ ଯମ ଡଗର ନେଇ ।।୧୮।।
ଢଳି ପଡ଼ିଲେ ସବୁ ହେବଟି ମିଛ ।।୧୪।।

ଧର୍ମ ଅଧର୍ମ କଥା ନ‌ଜାଣୁ ତୁହି
ଏଣେ ତୁ ଦେଇଥିଲେ ତେଣେ ପାଇବୁ,

ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ ।
ଅଣଆୟତ୍ତ ବେଳେ କି ଘେନି ଯିବୁ ।

ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ
ଅଣବିଶ୍ୱାସୀ ହୋଇ ରହିବୁ ଦିନେ,

ଧର୍ମରେ ଆତଯାତ ହେଉଛି ମହୀ ।।୧୯।।
ଅନେକ ଦୁଃଖ ଦେବେ ଯମ ଭୁବନେ ।।୧୫।।

ନିନ୍ଦି ଅକର୍ମ କଲେ ନିନ୍ଦା ପାଇବୁ
ତୁ ଯେ ବୋଲୁଛୁ ମୋର ଅର୍ଜିଲା ଧନ,

ନରକେ ପଡ଼ି କେତେ ଦୁଃଖ ସ‌ହିବୁ ।
ତୋ ଦେହ ନୁହେଁ ତୋର ଦେଖ ଏ ମନ ।

ନିମିଷେ ମାତ୍ର ତୁଣ୍ଡେ ନନେଲୁ ହରି
ତୋହରି ସଙ୍ଗୁ ମନ ଗଲେଣି କେତେ,

ନାଶ-ହେତୁକୁ କିମ୍ପା ଅଛୁ ଆବୋରି ।।୨୦।।
ତୁ ମିଥ୍ୟା କଥାକୁ ତ ଯାଉ ପରତେ ।।୧୬।।

ପାହିଲା ନିଶି ଯେହ୍ନେ ରବି ଉଦୟ
ଥିଲେ ଏ ସଂସାରେ ଯେତେ ନୃପତି,

ପଦ୍ମଲୋଚନ ସବୁ ଦେହେ ଉଦୟ ।
ଥୟ କରି କେ ଭୋଗକଲା ଏ ପୃଥିବୀ ।

ପ୍ରଭୁଙ୍କୁ ଆଶ୍ରେ କର ତରିବୁ ଯେବେ
ଥୋଇଲା ଧନ ତୋର ଖୁଣ୍ଟି ଖାଇବେ,

ତା ପାଦପଦ୍ମେ ଚିତ୍ତ ଦିଅନ୍ତୁ ଏବେ ।।୨୧।।
ଥାନେ ତୋହର ଘର କରି ରହିବେ ।।୧୭।।

ଫୁଲ ଯେସନେ ଫୁଲେ ଫୁଲେ ବିହରେ
ଦେହେ ପୂରିଛି ତୋର ଅଶେଷ ରୋଗ,

ଫୁଲ ସମୀରେ ଆଉ ନ‌ଦିଶେ ତାରେ ।
ଦିନ ଚାରିକ ସିନା ଏ ସୁଖ ଭୋଗ ।

ଫୁଲ ସଂସାରେ ଲାଭ ହରି ଭଜନ
ଦଣ୍ଡେ ହେ ବେଳ ତୋତେ ରଖିବେ ନାହିଁ,

ଫାଶ ଗଳାକୁ କିମ୍ପା କରିଛୁ ମନ ।।୨୨।।
ଦଣ୍ଡୁ ଯେ ଥିବେ ଯମ ଡଗର ନେଇ ।।୧୮।।

ବେଳକୁ ବେଳ ତୋତେ କ‌ହୁଛି ମୁହିଁ,
ଧର୍ମ ଅଧର୍ମ କଥା ନ‌ଜାଣୁ ତୁହି,

ବାନ୍ଧିଣ ନେବ ଯମ କି ଦୁଃଖ ଦେଇ ।
ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ ।

ବିକଳେ କାନ୍ଦୁଥିବୁ ଆକୁଳ ହୋଇ
ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ,

ବେଳହୁଁ ଆଶ୍ରେ କରି ଭଜ ଗୋସାଇଁ ।।୨୩।।
ଧର୍ମରେ ଆତଯାତ ହେଉଛି ମହୀ ।।୧୯।।

ଭେଳା ବୁଡ଼ିବ ହେଳା କଲେ କ‌ହୁଛି
ନିନ୍ଦି ଅକର୍ମ କଲେ ନିନ୍ଦା ପାଇବୁ,

ଭଙ୍ଗା ନାଗରେ କିଏ ସିନ୍ଧୁ ତରିଛି ।
ନରକେ ପଡ଼ି କେତେ ଦୁଃଖ ସ‌ହିବୁ ।

ଭାବକୁ ନିକଟ ସେ ଅଭାବେ ଦୂର
ନିମିଷେ ମାତ୍ର ତୁଣ୍ଡେ ନନେଲୁ ହରି,

ଭକତ ଦାସ କ‌ହେ ଜୀବନ ଛାର ।।୨୪।।
ନାଶ-ହେତୁକୁ କିମ୍ପା ଅଛୁ ଆବୋରି ।।୨୦।।

ମିଥ୍ୟା ଭାୟା ସଂସାର ନୋହେ କାହାରି
ପାହିଲା ନିଶି ଯେହ୍ନେ ରବି ଉଦୟ,

ମଲା ବୋଲିଣ ଦିନେ ପଡ଼ିବ ହୁରି ।
ପଦ୍ମଲୋଚନ ସବୁ ଦେହେ ଉଦୟ ।

ମହୀ ଭିତରେ କେହି ଦେଖିବ ନାହିଁ
ପ୍ରଭୁଙ୍କୁ ଆଶ୍ରେ କର ତରିବୁ ଯେବେ,

ମଲା ବୋଲି କାନ୍ଦୁଛୁ ମରିବୁ ତୁହି ।।୨୫।।
ତା ପାଦପଦ୍ମେ ଚିତ୍ତ ଦିଅନ୍ତୁ ଏବେ ।।୨୧।।

ଜନମ ହେଲେ ପ୍ରାଣୀ ଅବଶ୍ୟ ମରି
ଫୁଲ ଯେସନେ ଫୁଲେ ଫୁଲେ ବିହରେ,

ଯଶ ରଖିବୁ ଯେବେ ଭଜ ଶ୍ରୀହରି ।
ଫୁଲ ସମୀରେ ଆଉ ନ‌ଦିଶେ ତାରେ ।

ଯମ ବାନ୍ଧିନେବଟି ହେବୁ ମେଲାଣି
ଫୁଲ ସଂସାରେ ଲାଭ ହରି ଭଜନ,

ଜଗନ୍ନାଥ ମହିମା ଲଣିକି ଆଣି ।।୨୬।।
ଫାଶ ଗଳାକୁ କିମ୍ପା କରିଛୁ ମନ ।।୨୨।।

ରଙ୍ଗ ପସରା ସିନା ଭବ ସାଗର
ବେଳକୁ ବେଳ ତୋତେ କ‌ହୁଛି ମୁହିଁ,

ରଙ୍ଗ ଭିତରେ ଅଛି କି ନାରଖାର ।
ବାନ୍ଧିଣ ନେବ ଯମ କି ଦୁଃଖ ଦେଇ ।

ରୂପ ପ୍ରତିମାକୁ ତୁ ପରତେ ନ ଯା
ବିକଳେ କାନ୍ଦୁଥିବୁ ଆକୁଳ ହୋଇ,

ରହିବେ ନାହିଁ କେହି ରଜା ପରଜା ।।୨୭।।
ବେଳହୁଁ ଆଶ୍ରେକରି ଭଜ ଗୋସାଇଁ ।।୨୩।।

ଲୋଚନେ ଦେଖି କର୍ଣ୍ଣେ ଶୁଣୁଛି ନିତି
ଭେଳା ବୁଡ଼ିବ ହେଳା କଲେ କ‌ହୁଛି,

ଲୋଭକରି ଅର୍ଜିଲୁ ଧନ ସମ୍ପତ୍ତି ।
ଭଙ୍ଗା ନାଗରେ କିଏ ସିନ୍ଧୁ ତରିଛି ।

ଲୋଭଟି ସବୁ ନାଶ କରଇ ମନ
ଭାବକୁ ନିକଟ ସେ ଅଭାବେ ଦୂର,

ଲୋଡ଼ିଲେ ନପାଇବୁ ଆଉ ଜୀବନ ।।୨୮।।
ଭକତ ଦାସ କ‌ହେ ଜୀବନ ଛାର ।।୨୪।।

ବିଅର୍ଥ ରହିଅଛି ଦୁର୍ଲଭ ଦେହ
ମିଥ୍ୟା ଭାୟା ସଂସାର ନୋହେ କାହାରି,

ବିଷୟା ବିଷେ ଆଉ ନବଳା ସ୍ନେହ ।
ମଲା ବୋଲିଣ ଦିନେ ପଡ଼ିବ ହୁରି ।

ବୁଡ଼ିଯିବଟି ମୂଳ ଲାଭ ସରିବ
ମହୀ ଭିତରେ କେହି ଦେଖିବ ନାହିଁ,

ବେଳହୁଁ ଆଶ୍ରେକରି ଭଜ ମାଧବ ।।୨୯।।
ମଲା ବୋଲି କାନ୍ଦୁଛୁ ମରିବୁ ତୁହି ।।୨୫।।

ଶ୍ରୀକୃଷ୍ଣ ପାଦପଦ୍ମେ ଦିଅନ୍ତୁ ମନ
ଜନମ ହେଲେ ପ୍ରାଣୀ ଅବଶ୍ୟ ମରି,

ସରମେ ନପାଇବୁ ଆଉ ଜୀବନ ।
ଯଶ ରଖିବୁ ଯେବେ ଭଜ ଶ୍ରୀହରି ।

ଶ୍ରୀକୃଷ୍ଣ ନାମାଗରଟି କର ଭଜନ
ଯମ ବାନ୍ଧିନେବଟି ହେବୁ ମେଲାଣି,

ଶ୍ରୀକୃଷ୍ଣ ପାଦପଦ୍ମେ କର ତୁ ଧ୍ୟାନ ।।୩୦।।
ଜଗନ୍ନାଥ ମହିମା ଲଣିକି ଆଣି ।।୨୬।।

ସନ୍ତୋଷ ଚିତ୍ତେ ତୁହି ହରିଙ୍କି ଭଜ
ରଙ୍ଗ ପସରା ସିନା ଭବ ସାଗର,

ସଂସାରେ ପଡ଼ି ଆଉ ନ ପାଅ ଲାଜ ।
ରଙ୍ଗ ଭିତରେ ଅଛି କି ନାରଖାର ।

ସବୁଟି ମିଛ ହରି ନାମଟି ସତ
ରୂପ ପ୍ରତିମାକୁ ତୁ ପରତେ ନଯା,

ଶ୍ରୀକୃଷ୍ଣ ପାଦପଦ୍ମେ ଦିଅତୁ ଚିତ୍ତ ।।୩୧।।
ରହିବେ ନାହିଁ କେହି ରଜା ପରଜା ।।୨୭।।

ସତ୍ୟ ମଣୁଛୁ ତୁହି ଭବସାଗର
ଲୋଚନେ ଦେଖି କର୍ଣ୍ଣେ ଶୁଣୁଛି ନିତି,

ସରିଯାଉଛି ପରମାୟୁ ତୋହର ।
ଲୋଭକରି ଅର୍ଜିଲୁ ଧନ ସମ୍ପତ୍ତି ।

ସନ୍ତୋଷ ହୋଇ ଦୃଢ଼େ ଭଜ ଶ୍ରୀହରି
ଲୋଭଟି ସବୁ ନାଶ କରଇ ମନ,

ଶୋକ ସାଗରୁ ଯେବେ ହୋଇବୁ ପାରି ।।୩୨।।
ଲୋଡ଼ିଲେ ନପାଇବୁ ଆଉ ଜୀବନ ।।୨୮।।

ହୁଡ଼ିଲେ ଯେତେ ଜନ ହରି ନାମକୁ
ବିଅର୍ଥ ରହିଅଛି ଦୁର୍ଲଭ ଦେହ,

ହୀନ ଗତିକୁ ଗଲେ ବୁଡ଼ି ତଳକୁ ।
ବିଷୟା ବିଷେ ଆଉ ନବଳା ସ୍ନେହ ।

ହାରିଲେ ଦେହ ଆଉ ପାଇବୁ କାହିଁ
ବୁଡ଼ିଯିବଟି ମୂଳ ଲାଭ ସରିବ,

ହାଟ ବସାଇଥିବେ ତୋ ଦେହ ପାଇଁ ।।୩୩।।
ବେଳହୁଁ ଆଶ୍ରେକରି ଭଜ ମାଧବ ।।୨୯।।

କ୍ଷୟେ ଦୁର୍ଲ୍ଲଭ ଦେହେ ହୁଏ ଆୟୁଷ
ଶ୍ରୀକୃଷ୍ଣ ପାଦପଦ୍ମେ ଦିଅନ୍ତୁ ମନ,

କ୍ଷୟ ନ ଯିବ ନାମ ହୃଦରେ ଘୋଷ ।
ସରମେ ନପାଇବୁ ଆଉ ଜୀବନ ।

ଛାର ଦେହକୁ ମନ ନଯା ବିଶ୍ୱାସ
ଶ୍ରୀକୃଷ୍ଣ ନାମାଗରଟି କର ଭଜନ,

ଛାର ଦୁର୍ବୁଦ୍ଧି କହେ ଭକତ ଦାସ ।।୩୪।।
ଶ୍ରୀକୃଷ୍ଣ ପାଦପଦ୍ମେ କର ତୁ ଧ୍ୟାନ ।।୩୦।।

ସନ୍ତୋଷ ଚିତ୍ତେ ତୁହି ହରିଙ୍କି ଭଜ,

ସଂସାରେ ପଡ଼ି ଆଉ ନ ପାଅ ଲାଜ ।

ସବୁଟି ମିଛ ହରି ନାମଟି ସତ,

ଶ୍ରୀକୃଷ୍ଣ ପାଦପଦ୍ମେ ଦିଅତୁ ଚିତ୍ତ ।।୩୧।।

ସତ୍ୟ ମଣୁଛୁ ତୁହି ଭବସାଗର,

ସରିଯାଉଛି ପରମାୟୁ ତୋହର ।

ସନ୍ତୋଷ ହୋଇ ଦୃଢ଼େ ଭଜ ଶ୍ରୀହରି,

ଶୋକ ସାଗରୁ ଯେବେ ହୋଇବୁ ପାରି ।।୩୨।।

ହୁଡ଼ିଲେ ଯେତେ ଜନ ହରି ନାମକୁ,

ହୀନ ଗତିକୁ ଗଲେ ବୁଡ଼ି ତଳକୁ ।

ହାରିଲେ ଦେହ ଆଉ ପାଇବୁ କାହିଁ,

ହାଟ ବସାଇଥିବେ ତୋ ଦେହ ପାଇଁ ।।୩୩।।

କ୍ଷୟେ ଦୁର୍ଲ୍ଲଭ ଦେହେ ହୁଏ ଆୟୁଷ,

କ୍ଷୟ ନ ଯିବ ନାମ ହୃଦରେ ଘୋଷ ।

ଛାର ଦେହକୁ ମନ ନଯା ବିଶ୍ୱାସ,

ଛାର ଦୁର୍ବୁଦ୍ଧି କହେ ଭକତ ଦାସ ।।୩୪।।

</poem>