"ଉଇକିପାଠାଗାର:ଆଲୋଚନା ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଉଇକିପାଠାଗାର ଜନ୍ମଦିନର ତାରିଖ ପାଇଁ ଆଲୋଚନା: ଜନ୍ମଦିନ ତାରିଖ ବିଷୟ ଲେଖାଗଲା
→‎FAQ: ନୂଆ ଭାଗ
୧୭୬ କ ଧାଡ଼ି:
 
ଭୁବନେଶ୍ୱର ଉଇକିଟୁଙ୍ଗିର ଆଲୋଚନା ମତେ ଏହି ଜନ୍ମଦିନ ଡିସେମ୍ବର ୧୦-୧୧, ଶନି/ରବିବାର ଅନୁଷ୍ଠିତ ହେବ । ଏହା ପୂର୍ବରୁ ଅନେକ ଛାତ୍ର ଛାତ୍ରୀଙ୍କର ପରୀକ୍ଷା ଅଛି, ୦୪/୧୨/୨୦୧୬ରେ ସରିବ, ତେଣୁ ସମ୍ଭବ ହେବନି । --[[ବ୍ୟବହାରକାରୀ:Subas Chandra Rout|Subas Chandra Rout]] ([[ବ୍ୟବହାରକାରୀଙ୍କ ଆଲୋଚନା:Subas Chandra Rout|ମୋ ଆଲୋଚନା]]) ୧୬:୩୪, ୧୫ ନଭେମ୍ବର ୨୦୧୬ (IST)
 
== FAQ ==
 
ଅନେକ ସମୟରେ ଉଇକିପାଠାଗାରରେ ଯୋଗଦାନ କରୁଥିବା ଉଇକିଆଳିମାନେ ବିଭିନ୍ନ ଅସୁବିଧା ଭୋଗୁଥିବେ । ସେ କେତେବେଳେ କପିରାଇଟ ସମ୍ବନ୍ଧିତ ତ ଆଉ କେତେବେଳେ ଆଉ କିଛି । ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡ଼ିକର ସମାଧାନସବୁ ଗୋଟିଏ ଜାଗାରେ ରହିଲେ ସୁବିଧାହୁଅନ୍ତା । ତଳେ ଆପଣମାନେ ଦୟାକରି ଆପଣଙ୍କ ମନାରେ ଉଙ୍କିମାରୁଥିବା ଉଇକିପାଠାଗାର ସମ୍ବନ୍ଧିତ ପ୍ରଶ୍ନସବୁକୁ ଲେଖିବେକି? ସବୁଯାଇ ପ୍ରଶ୍ନକୁଏକାଠି କରି ତାହାର ଉତ୍ତର ଜାଣିଥିବା ବାକି ଉଇକିଆଳିଏ ଗୋଟେ ପୃଷ୍ଠାରେ ତାହାର ଉତ୍ତର ଦେବେ । ପ୍ରଶ୍ନ ପଚାରିଲାବେଳେ ଶଙ୍କା ନ କରି ପଚାରିଲେ ଭଲ । ଆପଣଙ୍କ ପ୍ରଶ୍ନ ଯେତେ ମାମୁଲି ହୋଇଥିଲେ ବି ତାହାର ଉତ୍ତର ଆଜି ନ ହେଲେ କାଲି ଆଉ କାହା କାମରେ ଆସିବ । --[[ବ୍ୟବହାରକାରୀ:Psubhashish|ସୁଭାସିସ ପାଣିଘରି]] ([[ବ୍ୟବହାରକାରୀଙ୍କ ଆଲୋଚନା:Psubhashish|ମୋ ଆଲୋଚନା]]) ୨୨:୨୦, ୨୧ ମାର୍ଚ୍ଚ ୨୦୧୭ (IST)
 
=== ପ୍ରଶ୍ନ ===