ପ୍ରିୟ ସାହିଲ, ଆପଣ ତିଆରି କରିଥିବା ଡାଲଖାଇ ପୃଷ୍ଠାଟି ଉଇକିପଡ଼ିଆ ପାଇଁ ପ୍ରଯୁଜ୍ୟ । ଉଇକିପାଠାଗାରରେ ଏକ ଇ-ଲାଇବ୍ରେରୀ, ଯେଉଁଥିରେ କେବଳ ମୁକ୍ତ ଭାବର ଉପଲବ୍ଧ ଥିବା ପ୍ରକାଶିତ ପୁସ୍ତକ ରଖାଯାଇପାରିବ ।--ଗପୁ (ମୋ ଆଲୋଚନା) ୨୨:୦୪, ୭ ମଇ ୨୦୧୮ (IST)Reply