ଲେଖକ:କବିସୂର୍ଯ୍ୟ ବଳଦେବ ରଥ
←Author Index: ର | ବଳଦେବ ରଥ (୧୭୮୯–୧୮୪୫) |
କବିସୂର୍ଯ୍ୟ ଭାବେ ପରିଚିତ । ବହୁ ଶତ ଓଡ଼ିଶୀ ସଙ୍ଗୀତର ରଚୟିତା । ତହିଁରୁ ଅନେକ ଆଠଗଡ଼ ରାଜା ବାଲୁଙ୍କେଶ୍ୱର ହରିଚନ୍ଦନଙ୍କ ନାମରେ ଭଣିଛନ୍ତି । ଏହାଙ୍କ ସର୍ବପ୍ରସିଦ୍ଧ ରଚନା ହେଉଛି କିଶୋରଚନ୍ଦ୍ରାନନ୍ଦ ଚମ୍ପୂ । |
ରଚନାବଳୀ
ସମ୍ପାଦନା(ପ୍ରମୁଖ ରଚନାଗୁଡ଼ିକ ମୋଟା ଅକ୍ଷରରେ ଲେଖାଯାଇଛି)
ଚମ୍ପୂ
ସମ୍ପାଦନା- କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ବା କିଶୋରୀ ଚମ୍ପୂ ବା କିଶୋରଚନ୍ଦ୍ରାନନ ଚମ୍ପୂ)
- ଚୌପଦୀ ରତ୍ନାକର (ବା ରତ୍ନାକର ଚମ୍ପୂ)
- ପ୍ରେମୋଦୟ ଚମ୍ପୂ (ବା ଚୌପଦୀ ଚନ୍ଦ୍ରୋଦୟ)
କାବ୍ୟ
ସମ୍ପାଦନାଗଦ୍ୟ
ସମ୍ପାଦନାହାସ୍ୟରସାତ୍ମକ
ସମ୍ପାଦନା- ହାସ୍ୟକଲ୍ଲୋଳ
ଜଣାଣ
ସମ୍ପାଦନାଚଉତିଶା
ସମ୍ପାଦନାଚଉପଦୀ
ସମ୍ପାଦନାଢୁମ୍ପା ଗୀତ
ସମ୍ପାଦନା- ଯାଇଫୁଲ ଢୁମ୍ପା
- ଛୋଟ ଢୁମ୍ପା
- ନିଆଳୀଗଭା ଢୁମ୍ପା
ମନାସ
ସମ୍ପାଦନା- ଫୁଲ ମନାସ
- ଫଳ ମନାସ
- ଅଳଙ୍କାର ମନାସ