ଜଣାଣ ଅର୍ଥାତ୍ ଯେଉଁ ରଚନାରେ ଇଷ୍ଟଦେବତାଙ୍କୁ ପ୍ରତ୍ୟକ୍ଷ ଭାବରେ ସମ୍ବୋଧନ କରି ଭକ୍ତ ନିଜ ଭାବନା ଜଣାଇଦିଅନ୍ତି । ଏହା ପ୍ରାଚୀନ ରଚନା ଶୈଳୀ ଏବଂ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀରେ ରଚନା ଓ ଗାୟନ କରାଯାଏ । ସର୍ପ ଜଣାଣ, ଆର୍ତ୍ତତ୍ରାଣ ଜଣାଣ ଆଦି କେତେକ ଜନପ୍ରିୟ ଜଣାଣ ।

"ଜଣାଣ" ଶ୍ରେଣୀରେ ଥିବା ପୃଷ୍ଠାଗୁଡ଼ିକ

ମୋଟ ୩ ରୁ ଏହି ଶ୍ରେଣୀ ଭିତରେ ୩ଟି ପୃଷ୍ଠା ଅଛି ।