ଚୌପଦୀ ରତ୍ନାକର

(ରତ୍ନାକର ଚମ୍ପୂରୁ ଲେଉଟି ଆସିଛି)
ଚୌପଦୀ ରତ୍ନାକର ବା ରତ୍ନାକର ଚମ୍ପୂ ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ମୁଖ୍ୟପୃଷ୍ଠ
ଏହାର ପ୍ରଧାନ ନାମ 'ଚୌପଦୀ ରତ୍ନାକର' । ଯଦ୍ୟପି 'ରତ୍ନାକର ଚମ୍ପୂ' ବୋଲି ଏହା ଜନସମାଜରେ ଖ୍ୟାତି ଲାଭ କରିଛି, ଗଦ୍ୟପଦ୍ୟମୟ ନ ହୋଇଥିବାରୁ କେତେକ ଗବେଷକ ଏହାକୁ 'ରତ୍ନାକର ଚମ୍ପୂ' ନାମରେ ଅଭିହିତ କରିବା ଉଚିତ ମନେ କରନ୍ତି ନାହିଁ ।

ସୂଚୀପତ୍ର