ରସକଲ୍ଲୋଳ
ରସକଲ୍ଲୋଳ ଲେଖକ/କବି: |
କୃଷ୍ଣଲୀଳା ସମ୍ବଳିତ ଛାନ୍ଦକାବ୍ୟ । ଏହା ରୀତିଯୁଗରେ ରଚିତ ପ୍ରଧାନ କାବ୍ୟମାନଙ୍କ ମଧ୍ୟରୁ ଅନ୍ୟତମ । କାବ୍ୟଟି କ-ଆଦ୍ୟ ନିୟମରେ ରଚିତ । |
ରସକଲ୍ଲୋଳ
ଦୀନକୃଷ୍ଣ ଦାସ
ସୂଚୀ
- କର ସାଧୁଜନମାନେ ମନକୁ ଏକ
- କର ଆହେ ସାଧୁଜନ ମାନେ ମନ ଏକତାନ
- କର୍ଣ୍ଣେ ନନ୍ଦସୁତ ହେବା ଶୁଣିଲେ
- କର୍ଣ୍ଣ ଦେଇ ଶୁଣ ଆହେ ସାଧୁଜନେ
- କୃଷ୍ଣ ବାଳକ ଲୀଳା ଏକମନେ
- କର୍ଣ୍ଣ ମନ ଦେଇ ଶ୍ରଦ୍ଧାବନ୍ତ ହୋଇ
- କମଳ ନୟନ କୃଷ୍ଣ ଶ୍ରୀନନ୍ଦନନ୍ଦନ
- କରୁଥିବ ହଂସ ପରାୟେ ଗମନ
- କର ସାଧୁଜନମାନେ ଏକ ମନକର୍ଣ୍ଣ ଦେଇ
- କୁମୁଦନନ୍ଦିନୀ ସଖୀଗଣ ଘେନି
- କର୍ଣ୍ଣେ ଶୁଣ ସୁଜନେ କୃଷ୍ଣ କଥା
- କୁସୁମ ସମୟ ହୋଇଲା ଉଦୟ
- କଳଙ୍କ ରହିତ କଳାକରଜିତ
- କୁସୁମକାଳ କାହାକୁ କାଳ
- କ୍ରମେ ମଧୁଶେଷ ହୋଇଲା ପ୍ରବେଶ
- କ୍ରମେ ଗ୍ରୀଷମ ହୋଇଲା ଶେଷ
- କ୍ରମେ ପ୍ରବେଶ ହୋଇଲା ଶରଦ
- କହିଛନ୍ତି ଦେବେ ଏକଦୃଷ୍ଟି
- କ୍ରୀଡ଼ା ଶେଷେ ଗୋପନାରୀ
- କୁଞ୍ଜକୁଟୀରେ ଫୁଲ ଶେଯ ଉପରେ
- କେଶବ ଅଂଶରେ ବସି ମାନସରେ
- କଲେ ଯାଇ ଅବଲୋକ
- କୃଷ୍ଣଙ୍କୁ ଦେଖି ଗୋପୀ ହେଲେ ଯାହା
- କରୀବର କର ମର୍ଦ୍ଦନୁଅନ୍ତର
- କର ସାଧୁବିବେକ ଜନେ
- କୃଷ୍ଣ କଂସନଗର ଯିବା ଶୁଣି
- କର୍ଣ୍ଣ ଦେଇ କୃଷ୍ଣ କଥା ଶୁଣ ସୁଜନେ
- କୃଷ୍ଣ ବିଜୟ ମଥୁରା ଦାଣ୍ଡେ
- କରି ଦେବତାଙ୍କ କାର୍ଯ୍ୟ କରୁଣାନିଧି
- କମଳନେତ୍ର କଂସକଟକେ ଥାଇ
- କିଶୋରୀ ରତନ ରାଧା ବିରହେ
- କୃଷ୍ଣଦୂତକୁ ବସାଇ ପାଶେ
- କହନ୍ତି ଉଦ୍ଧବ କେବେହେଁ ମାଧବ
- କଂସ କରୀ କଣ୍ଠୀରବ କେଶବ