ଲେଖକ:ଦୀନକୃଷ୍ଣ ଦାସ
←Author Index: ଦ | ଦୀନକୃଷ୍ଣ ଦାସ (୧୬୫୦–୧୭୧୦) |
ପ୍ରମୁଖ ରୀତିଯୁଗୀୟ ଭକ୍ତକବି । ଅନେକ ପ୍ରସିଦ୍ଧ ଜଣାଣ ଓ 'ରସକଲ୍ଲୋଳ' କୃଷ୍ଣଲୀଳା ଆଧାରିତ କାବ୍ୟ ରଚନା କରିଥିଲେ । ଏହା ଛଡ଼ା ଅନ୍ୟାନ୍ୟ ରଚନା ମଧ୍ୟ କରିଛନ୍ତି । ଓଡ଼ିଆ ସାହିତ୍ୟରେ ଏକାଧିକ ଦୀନକୃଷ୍ଣ ଥିବା ଗବେଷକମାନେ କହିଛନ୍ତି । |
ରଚନାବଳୀସମ୍ପାଦନ କରନ୍ତୁ
(ପ୍ରମୁଖ ରଚନାଗୁଡ଼ିକୁ ମୋଟା ଅକ୍ଷରରେ ଲେଖାଯାଇଛି)
କାବ୍ୟସମ୍ପାଦନ କରନ୍ତୁ
- ରସକଲ୍ଲୋଳ
- ଗୁଣସାଗର
- ସଂସାର ବୋଧକ ବୋଲି
- ଭାବସମୁଦ୍ର
- ମଧୁମଙ୍ଗଳ
- ଭୂତକେଳି
- କଳିଯୁଗ
- ଦରିଦ୍ର ଦାମୋଦର ଦ୍ୱିଜ
- ପ୍ରସ୍ତାବସିନ୍ଧୁ
- ଜଗମୋହନ ଛାନ୍ଦ
- ରସବିନୋଦ
- ନାରକାସୁର ବଧ
- ସୁଭଦ୍ରା ହରଣ କାବ୍ୟ
ଗୀତାସମ୍ପାଦନ କରନ୍ତୁ
- ନାମରତ୍ନ ଗୀତା
- ବଉଦ ବ୍ରହ୍ମଗୀତା
- ନାମ ବ୍ରହ୍ମଗୀତା
କ୍ଷୁଦ୍ର ରଚନାସମ୍ପାଦନ କରନ୍ତୁ
'ବୋଲି' ରଚନାସମ୍ପାଦନ କରନ୍ତୁ
- ଘାଟବୋଲି (ନାବକେଳି)
- ଅଳଙ୍କାର ବୋଲି
'ବିଭା' ରଚନାସମ୍ପାଦନ କରନ୍ତୁ
- ବୃନ୍ଦାବନ ରାସଙ୍କ ବିଭା
- କଂସବିଭା
- ପାଞ୍ଚପାଟ ବଂଶୀ ବିଭା
'ସାଗର' ରଚନାସମ୍ପାଦନ କରନ୍ତୁ
- ଜ୍ଞାନ ସାଗର
- ଭକ୍ତି ସାଗର
- ଧର୍ମ ସାଗର
- ମହିମା ସାଗର
- ମୁକ୍ତିସାଗର
- ତତ୍ତ୍ୱସାଗର
ଭଜନ ବା ଜଣାଣସମ୍ପାଦନ କରନ୍ତୁ
ଚଉତିଶାସମ୍ପାଦନ କରନ୍ତୁ
- ଆର୍ତ୍ତତ୍ରାଣ ଚଉତିଶା (ବା ଆରତତ୍ରାଣ ଚଉତିଶା)
- କମଳାକାନ୍ତ ଚଉତିଶା
ଅନ୍ୟାନ୍ୟ ରଚନାସମ୍ପାଦନ କରନ୍ତୁ
- ସ୍ତ୍ରୀ ପୁରୁଷ ଲକ୍ଷଣ