କିଶୋରଚନ୍ଦ୍ରାନନ୍ଦ ଚମ୍ପୂ
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: ମୁଖ୍ୟପୃଷ୍ଠ |
କ ଚମ୍ପୂ→ |
ସୂଚୀପତ୍ର
- କ ଚମ୍ପୂ - କି ହେଲାରେ କହିତ ନୁହଇ ଭାରତୀରେ
- ଖ ଚମ୍ପୂ - ଖରାପ ତୁ ହେଲୁ ରେ
- ଗ ଚମ୍ପୂ - ଗଲାଣି ତ ଗଲା କଥାରେ ସଙ୍ଗାତ
- ଘ ଚମ୍ପୂ - ଘେନାଇ ଆମ୍ଭେ ଯେତେ କହିଲୁ ରେ
- ଙ ଚମ୍ପୂ - ନୂଆ ନଟ ପଟଳୀ ମୁକୁଟ ହେ
- ଚ ଚମ୍ପୂ - ଚାହିଁ ଚାହିଁ ତୋ ସରଣୀ କକୁଭକୁରେ ତରୁଣୀ
- ଛ ଚମ୍ପୂ - ଛଳବାହିନୀଶ ହେ ଛାଡ଼ ଏ ସାହସ ହେ
- ଜ ଚମ୍ପୂ - ଜାଣିଛି ମୁଁ ଏତେ ମାତ୍ର ଗୋ ଲଳିତେ
- ଝ ଚମ୍ପୂ - ଝଗଡ଼ି ମାତ୍ର ହେଲ ହେ ଶ୍ୟାମ
- ଞ ଚମ୍ପୂ - ନ ଭାଙ୍ଗରେ ଶୁଭାଙ୍ଗୀ ଭାରତୀ ହୁଅ ସାହା
- ଟ ଚମ୍ପୂ - ଟାଣ ପଣ କର ସାର
- ଠ ଚମ୍ପୂ - ଠିକ ଠ ବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ
- ଡ ଚମ୍ପୂ - ଡର ନାହିଁକି ହେ ପର ତରୁଣୀ ହରଣୁ
- ଢ ଚମ୍ପୂ - ଢାଳେ ତ ଢାଳିଲୁ ନାହିଁ କୃପାସୁଧା ଝରିକି ରେ
- ଣ ଚମ୍ପୂ - ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି
- ତ ଚମ୍ପୂ - ତୋ ଘେନି ତମାଳ ଶ୍ୟାମ ମୋ ମରଜି କଷିଲା ରେ
- ଥ ଚମ୍ପୂ - ଥାପିରେ କହ ତଥାପିରେ ପ୍ରିୟସହି ଥିବି କି ଛାଡ଼ିବି ପ୍ରାଣ
- ଦ ଚମ୍ପୂ -ରେ ଦୁଃଖୀଧନ ଦମ୍ଭ ଦେଖିବାକୁ ସିନା କଲି ଛନ
- ଧ ଚମ୍ପୂ - ଧୀରାରେ କି ଧନ ତୁ ନ ଦେଲୁ ଆଜ
- ନ ଚମ୍ପୂ - ନବ ବିଳାସିନୀରେ ନକ୍ଷତ୍ରେଶ ହାସିନୀ
- ପ ଚମ୍ପୂ - ପ୍ରିୟସହି ପରମାଦ ବଡ଼ ତୁହି ଗୋ
- ଫ ଚମ୍ପୂ - ଫାଟି ପଡ଼ିବାର ନିକୁଞ୍ଜ ସଞ୍ଚାର
- ବ ଚମ୍ପୂ - ବିଚକ୍ଷଣାରେ ବିନା ତୋ ପ୍ରୀତି କେ ଗତି ଅଛି ଜଗତୀରେ
- ଭ ଚମ୍ପୂ - ଭଙ୍ଗୀ ଚାହାଁ ଭୂରୁ ନୀଳ ଭୁଜଙ୍ଗୀ ଭ୍ରମର ଜୀବସଙ୍ଗୀ
- ମ ଚମ୍ପୂ - ମଧୁରେ ମନ୍ଦ ମନ୍ଦ ହୋଇ
- ଯ ଚମ୍ପୂ - ଯୋଷାବରରେ ଯଥାର୍ଥରେ ଜାଣ ମୁଁ ତୋହର ରେ
- ର ଚମ୍ପୂ - ରସାଳସାରେ ରସି ପୁଣି ଏ କି ଲୋକହସା ରେ
- ଲ ଚମ୍ପୂ - ଲୀଳାନିଧି ହେ ଲାଜେ ମୁଁ ଗଲିଟି ସଢ଼ି
- ବ (ଅନ୍ତସ୍ଥ) ଚମ୍ପୂ - ବିଚିତ୍ର ବେଶ ମଞ୍ଜୁଳାରେ ବାଳା ବିବିଧ ଚାତୁରୀଶୀଳା
- ଶ ଚମ୍ପୂ - ଶ୍ୟାମ ଶିଖଣ୍ଡଚୂଳ ଶ୍ରମ କି ଆଜ ଯାକେ ହେଲା ସଫଳ
- ସ ଚମ୍ପୂ - ସପତଟି ମୋରରେ ସହ ଏହି ଥର ରେ[୧]
- ଷ ଚମ୍ପୂ - ଷଟପଦ ନୀଳକେଶା ଆଗୋ ଚାହଁ ଚାହଁ
- ହ ଚମ୍ପୂ - ହରି ଆମ୍ଭର ଗୋ ଏ ତ ପ୍ରାଣର ଧନ
- କ୍ଷ ଚମ୍ପୂ - କ୍ଷମାନୁକମ୍ପାଧର ହେ
[୧] ଓଡ଼ିଆ ବର୍ଣ୍ଣମାଳାର କ୍ରମ ଅନୁଯାୟୀ 'ଶ' ପରେ 'ଷ' ରହିବା ବିଧେୟ। କିନ୍ତୁ କବିସୂର୍ଯ୍ୟ ମୂଳ ଲେଖାରେ ଭାବରକ୍ଷା କରି 'ଶ' ଗୀତ ପରେ 'ସ' ଗୀତ ଅବତାରଣା କରିଥିବାରୁ ଉକ୍ତ ବ୍ୟତିକ୍ରମକୁ ଅନୁସରଣ କରାଯାଇଛି।