ମଧୁସୂଦନ ଦାସ
(୧୮୪୮–୧୯୩୪)
ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସର୍ବପ୍ରଧାନ ପୁରୋଧା ହେବା ସହିତ ଏମ୍.ଏ., ବି.ଏଲ୍. ଉତ୍ତୀର୍ଣ୍ଣ ହେବାରେ, ବିଲାତ ଯାତ୍ରୀ ଭାବରେ, ଗ୍ରାଜୁଏଟ ଉପାଧିଧାରୀ ରୂପରେ, ବିଧାନ ପରିଷଦ ଭଥା କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାର ସଭ୍ୟ ରୂପରେ ଓ ବ୍ରିଟିଶ ଶାସନାଧୀନ ପ୍ରଦେଶରେ ମନ୍ତ୍ରୀତ୍ଵ ଗ୍ରହଣ କରିବା ପ୍ରଭୃତି ବିଶିଷ୍ଟ କ୍ଷେତ୍ରରେ ସେ ପ୍ରଥମ ଓଡ଼ିଆ । 'ଉତ୍କଳ ଗୌରବ' , 'ମଧୁ ବାରିଷ୍ଟର' ଏବଂ 'କୁଳବୃଦ୍ଧ' ରୂପେ ସର୍ବଜନବିଦିତ ।

ରଚନାବଳୀ ସମ୍ପାଦନା

ମଧୁସୂଦନ ଦାସଙ୍କର ସମଗ୍ର ଜୀବନରେ ସାତଗୋଟି ପଦ୍ୟ ରଚନା କରିଥିବା ବେଳେ ତାଙ୍କର ଅନ୍ୟ କୌଣସି ମୌଳିକ ରଚନା ଦୃଷ୍ଟିଗତ ହୋଇ ନଥିବାର ଜଣାଯାଏ । ନିମ୍ନରେ ପ୍ରଦତ୍ତ ରଚନା ତାଙ୍କର ପ୍ରମୁଖ ପଦ୍ୟ ସମଗ୍ର :