ଉଇକିପାଠାଗାର:ଲିଖନ ପ୍ରକଳ୍ପ
(ଉଇକିପାଠାଗାର:Transcription Projectsରୁ ଲେଉଟି ଆସିଛି)
ଲିଖନ ପ୍ରକଳ୍ପ |
ଯେଉଁ ରଚନାଗୁଡ଼ିକ ମୂଳ ସ୍ରୋତ ବା ସ୍କାନ ସହ ଉଇକିପାଠାଗାରରେ ଉପଲବ୍ଧ ଅଛି, ସେଗୁଡ଼ିକୁ ଲିଖନ ପ୍ରକଳ୍ପ ଅନ୍ତର୍ଗତ ରଖାଯାଇଥାଏ । ଏହା ଦ୍ୱାରା କୌଣସି ରଚନାର ବିଶ୍ୱସ୍ତତା ଓ ପ୍ରାମାଣିକତା ଉପରେ କୌଣସି ସନ୍ଦେହ ଉପୁଜିଲେ ମୂଳ ସ୍ରୋତ ସହ ପରଖି ସଠିକ ପାଠ ଦିଆଯାଇପାରିଥାଏ ।
ଦରକାରୀ ପଦକ୍ଷେକ୍ଷ ଅନୁସାରେ ଲିଖନ ପ୍ରକଳ୍ପଗୁଡ଼ିକର ସୂଚୀ ତଳେ ଦିଆଗଲା । (ନୂଆ ଲିଖନ ପ୍ରକଳ୍ପଟିଏ ଆରମ୍ଭ କଲେ ଏହି ସୂଚୀରେ ଦରକାରୀ ତଥ୍ୟ ମିଶାଇବାକୁ ଅନୁରୋଧ । ଏହାଠୁଁ ପୂର୍ଣ୍ଣତମ ସୂଚୀ ଏଠାରେ ପାଇପାରିବେ ।) |
ଅଜଣା ପରିସ୍ଥିତି | ମୂଳ ସ୍ରୋତ ପରଖିବା ଲୋଡ଼ା | ଅସୁବିଧା ଥିବା ମୂଳ ସ୍ରୋତ | ଓସିଆର ଆବଶ୍ୟକ | ପରଖ ଓ ବିଭାଜନ ଲୋଡ଼ା | ସଂଶୋଧିତ | ବୈଧ ହୋଇନଥିବା | ପୂର୍ଣ୍ଣ |
ଲିଖନ
ସମ୍ପାଦନାନିମ୍ନରେ ଦିଆଯାଇଥିବା ରଚନାଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଲେଖାହୋଇନି । ଏଗୁଡ଼ିକୁ ମୂଲସ୍ରୋତରୁ ଦେଖି ଲେଖିବାରେ ସହଯୋଗ କରିପାରିବେ । ରଚନାଗୁଡ଼ିକୁ ଲେଖକଙ୍କ ପ୍ରସିଦ୍ଧି ଓ ପ୍ରାଧାନ୍ୟ ଅନୁସାରେ କ୍ରମରେ ରଖାଯାଇଛି । ସବୁଠୁ ଉପରେ ଥିବା ରଚନାଗୁଡ଼ିକୁ ଆଗ ସାରିବା ଅଧିକ ଜରୁରୀ ।
- ସଙ୍ଗୀତ ସାଗର (ଶତାଧିକ ଲେଖକ)
- ବିଦଗ୍ଧ ଚିନ୍ତାମଣି (ଅଭିମନ୍ୟୁ ସାମନ୍ତସିଂହାର)
- ଗୋପାଳକୃଷ୍ଣ ଗ୍ରନ୍ଥାବଳୀ (ଗୋପାଳକୃଷ୍ଣ ପଟ୍ଟନାୟକ)
- ପ୍ରାଚୀନ ଓଡ଼ିଆ କବିତା (ସଂକଳନ)
- ବୈଷ୍ଣବ ଗୀତାବଳୀ (ସଂକଳନ)
- ବିଚିତ୍ର ରାମାୟଣ (ବିଶ୍ୱନାଥ ଖୁଣ୍ଟିଆ)
- ମଥୁରା ମଙ୍ଗଳ (ଭକ୍ତଚରଣ ଦାସ)
- ଗୀତ ଗୋବିନ୍ଦ (ଜୟଦେବ ଓ ଧରଣୀଧର)
- ବାଲେଶ୍ୱରର ପ୍ରଥମ ଛାପାଖାନା (ଫକୀର ମୋହନ ସେନାପତି)
- କାନ୍ଦଣା ଗୀତ (ଲୋକସାହିତ୍ୟ)
- ଗୌରଚରଣ ଗୀତାବଳୀ (ଗୌରଚରଣ ଅଧିକାରୀ)
- ଚିତ୍ରକାବ୍ୟ ବନ୍ଧୋଦୟ (ଉପେନ୍ଦ୍ର ଭଞ୍ଜ)
- କପଟପାଶା (ଭୀମା ଧୀବର)
- ଶଶିସେଣା (ପ୍ରତାପ ରାୟ)
- ସଦାଶିବ ଶ୍ରୀରାମଲୀଳା (ବୈଶ୍ୟ ସଦାଶିବ)
- ବ୍ରହ୍ମାଣ୍ଡ ଭୂଗୋଳ (ବଳରାମ ଦାସ)
- ରଙ୍ଗସଭା ସୁଆଙ୍ଗ (ବୈଷ୍ଣବଚରଣ ପାଣିଗ୍ରାହୀ)
- ମହୀମଣ୍ଡଳ ଗୀତା (ଅରକ୍ଷିତ ଦାସ)
- ବଉଳା ଚରିତ ଓ ରାମଗାଥା (ଗୋବିନ୍ଦ ଚନ୍ଦ୍ର ଭଞ୍ଜ ଦେଓ)
- ଅଳଙ୍କାର ବୋଧୋଦୟ (ବାସୁଦେବ ସୁଢ଼ଳଦେବ)
- ବିକ୍ରମଦେବ ବର୍ମ ରଚନାବଳୀ (ବିକ୍ରମଦେବ ବର୍ମ)
- ବଜ୍ର ମହାକାଳୀ ବ୍ରତ ଓ ଫୁଲେରୀ ଓଷା କଥା
- ବାଲି ତୃତୀୟା ବ୍ରତ କଥା
- ଜଣାଣ ଚୟନ (ସଂକଳନ)
ସଂଶୋଧନ
ସମ୍ପାଦନାତଳେ ଦିଆଯାଇଥିବା ରଚନାଗୁଡ଼ିକ ପୁର୍ଣ୍ଣଭାବରେ ଲେଖାହୋଇସାରିଛି କିନ୍ତୁ ସଂଶୋଧିତ ହୋଇନି । ଏଗୁଡ଼ିକୁ ମୂଳସ୍ରୋତ ସହ ମେଳ କରି ସଂଶୋଧନ କରିବା ଆବଶ୍ୟକ ।
ଆଦୌ ସଂଶୋଧନ ନ ହୋଇଥିବା
ସମ୍ପାଦନାଏହି ରଚନାଗୁଡ଼ିକର ଅଧିକାଂଶ ପୃଷ୍ଠା ଆଦୌ ସଂଶୋଧିତ ହୋଇନାହିଁ ।
ଥରେ ସଂଶୋଧନ ହୋଇସାରିଥିବା
ସମ୍ପାଦନାଏହି ରଚନାଗୁଡ଼ିକର ଅଧିକାଂଶ ଏକ ବାର ସଂଶୋଧିତ ହୋଇସାରିଛି । ଏହାକୁ ପୁନଃ ସଂଶୋଧନ କରିଲେ ରଚନା ସମ୍ପୂର୍ଣ୍ଣ ହୋଇଯିବ ।
ଅଜଣା ପରିସ୍ଥିତି | ମୂଳ ସ୍ରୋତ ପରଖିବା ଲୋଡ଼ା | ଅସୁବିଧା ଥିବା ମୂଳ ସ୍ରୋତ | ଓସିଆର ଆବଶ୍ୟକ | ପରଖ ଓ ବିଭାଜନ ଲୋଡ଼ା | ସଂଶୋଧିତ | ବୈଧ ହୋଇନଥିବା | ପୂର୍ଣ୍ଣ |